www.samajalive.in
Tuesday, December 9, 2025
15.1 C
Bhubaneswar

ଜିଓର ୨୦୦ରୁ ବି କମ୍‌ ଏହି ପ୍ଲାନ୍‌, ଦୈନିକ ମିଳିବ ୨ଜିବି ଡାଟା

ନୂଆଦିଲ୍ଲୀ : ଜିଓ ନିକଟରେ ଅନେକ ରିଚାର୍ଜ ପ୍ଲାନ୍‌ ରହିଛି । ଯାହାର ଦାମ୍‌ ଓ ସୁବିଧା ଭିନ୍ନ ଭିନ୍ନ । ତେବେ ଜିଓର ଏକ ଖାସ୍‌ ରିଚାର୍ଜ ପ୍ଲାନ୍‌ ବିଷୟରେ ଜାଣନ୍ତୁ । ଜିଓର ଏହି ରିଚାର୍ଜ ପ୍ଲାନ୍‌ର ଦାମ୍‌ ୧୯୮ ଟଙ୍କା । ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ କଲିଙ୍ଗ୍‌, ଡାଟା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ ।
ଏହି ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା, ଅସୀମିତ କଲିଙ୍ଗ ସହ ଏହାର ସମୟ ସୀମା ୧୪ ଦିନ । ଏଥିରେ ଏସଏମଏସ୍‌ର ସୁବିଧା ମଧ୍ୟ ରହିଛି । ଏଥିରେ ଉପଭୋକ୍ତାଙ୍କୁ ମୋଟ୍‌ ୨୮ ଜିବି ଡାଟା ମିଳିବ । ଏଥିରେ ଲୋକାଲ୍‌ ଓ ଏସଟିଡି କଲ୍‌ ସାମିଲ୍‌ ରହିଛି । ଏହି ପ୍ଲାନ୍‌ରେ ଜିଓ ଟିଭି, ଜିଓ ସିନେମା, ଜିଓ କ୍ଲାଉଡ଼୍‌ର ସୁବିଧା ମଧ୍ୟ ମିଳିବ ।

୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ଅତ୍ୟନ୍ତ ଶୁଭ ଯୋଗ ପୁଣି ଶକ୍ତିଶାଳୀ ଗଜକେସରୀ ଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ସବୁ ଚିନ୍ତା ହେବ ଦୂର..

ମହାକୁମ୍ଭରେ ଭାଇରାଲ ଗାର୍ଲ ମୋନାଲିସା ଏବେ ବଲିଉଡ୍‌ରେ ଥାପିବେ ପାଦ, ସାଇନ୍‌ କଲେ ପ୍ରଥମ ଫିଲ୍ମ

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories