www.samajalive.in
Sunday, December 7, 2025
26.1 C
Bhubaneswar

ଶିଶୁ କନ୍ୟାକୁ ପାଦରେ ଦଳି ଦେଲା ଦନ୍ତା

ଢେଙ୍କାନାଳ : ଶିଶୁ କନ୍ୟାକୁ ପାଦରେ ଦଳି ଦେଲା ଦନ୍ତା। ଘରେ ପଶି ୬ ବର୍ଷର ଶିଶୁ କନ୍ୟାକୁ ଦନ୍ତା ହାତୀ ଦଳି ଦେବାରୁ ଗୁରୁବାର ତା’ର ମୃତ୍ୟୁ ଘଟିଛି। ମୋଟଙ୍ଗ ଥାନା ହାଣ୍ଡିଫୁଟା ଗାଁରେ ହାତୀର ଉପଦ୍ରବ ଦେଖାଯାଇଛି। ହାତୀ ଆକ୍ରମଣରୁ ପରିବାରର ଅନ୍ୟ ୨ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶିଶୁ କନ୍ୟା ମୃତ୍ୟୁ ପରେ ହିନ୍ଦୋଳ ଗୁଡିଆକାଟେଣୀ ମୁଖ୍ୟରାସ୍ତାକୁ ଅଞ୍ଚଳବାସୀ ଅବରୋଧ କରିଛନ୍ତି। ଖବର ପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ଓ ବନବିଭାଗ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ଅତ୍ୟନ୍ତ ଶୁଭ ଯୋଗ ପୁଣି ଶକ୍ତିଶାଳୀ ଗଜକେସରୀ ଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ସବୁ ଚିନ୍ତା ହେବ ଦୂର..

ମହାକୁମ୍ଭରେ ଭାଇରାଲ ଗାର୍ଲ ମୋନାଲିସା ଏବେ ବଲିଉଡ୍‌ରେ ଥାପିବେ ପାଦ, ସାଇନ୍‌ କଲେ ପ୍ରଥମ ଫିଲ୍ମ

- Advertisement -

 

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories