www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜିଠୁ ଉତ୍କର୍ଷ ଓଡିଶା କନକ୍ଲେଭ: ଦୁଇ ଦିନ ଧରି ରାଜ୍ୟରେ ଚାଲିବ ଶିଳ୍ପ ମହାକୁମ୍ଭ, ଦେଶ ବିଦେଶର ହଜାର ହଜାର ଶିଳ୍ପପତି ସାମିଲ, ପ୍ରସ୍ତୁତ ଜନତା ମୈଦାନ..ସୁରକ୍ଷାକୁ ଦୃଷ୍ଟିରେ ରଖି ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ

‘ଉତ୍କର୍ଷ ଓଡ଼ିଶା’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

- Advertisement -

ଉଦଘାଟନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ ଉପସ୍ଥିତ..

‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ସମ୍ମେଳନରୁ ଶିଳ୍ପପତି ଓ ଉଦ୍ୟୋଗୀ ବେଶ କିଛି ଆଶା ରଖୁଛନ୍ତି, ପହଞ୍ଚି ସାରିଛନ୍ତି ଦେଶବିଦେଶର ନିବେଶକ ଓ ପ୍ରତିନିଧି..

ଏକାଧିକ ଏମଓୟୁ ସ୍ୱାକ୍ଷରିତ ହେବାର ରହିଛି କାର୍ଯ୍ୟକ୍ରମ..

ଆଉ ମାତ୍ର ଅଳ୍ପ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବିବାହ, ହେବେ ମାଲମାଲ୍‌..

ଘନ କୁହୁଡି ବଳୟରେ ରାଜଧାନୀ ଭୁବନେଶ୍ଵର : ପ୍ରଭାବରେ ଦିଶୁନି ରାସ୍ତାଘାଟ, ୩୦ ମିଟରକୁ ଖସିଲା ଦୃଶ୍ୟମାନ କ୍ଷମତା, ଯାତାୟାତ ବାଧାପ୍ରାପ୍ତ..

ଆଜି ଦଶପଲ୍ଲାରୁ ଶ୍ରୀକ୍ଷେତ୍ରକୁ ଯିବ ରଥ କାଠ, ପୂଜାର୍ଚ୍ଚନା ପରେ ୩ଟି ଟ୍ରକ୍ ବାହାରିବ ପୁରୀ, ଶ୍ରୀପଞ୍ଚମୀ ପୂର୍ବରୁ ରଥଖଳାରେ କାଠ ପହଞ୍ଚିବାର ରହିଛି ବିଧି..

ଆଜି ତୃତୀୟ ଟି-୨୦ : ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ..

ନୂଆଦିଲ୍ଲୀ : ୪ ମହଲା କୋଠା ଭୁଶୁଡି ଦୁଇ ମୃତ..

ମୌନୀ ଅମାବାସ୍ୟାରେ ବାସ୍‌ ଏହି ୩ଟି ସରଳ ଉପାୟରେ ବର୍ଷଯାକ ହେବ ଧନ ବର୍ଷା, ଘରୁ ଦୂର ହେବ ଅଶାନ୍ତି..

ବାରିପଦା: ଶିମିଳିପାଳରେ କୁମକୀ ହାତୀ ଭବାନୀର ମୃତ୍ୟୁ..

ପୁଣି ଜେଲରୁ ବାହାରିଲେ ରାମ ରହିମ, ଦିଲ୍ଲୀ ନିର୍ବାଚନ ପୂର୍ବରୁ ୩୦ ଦିନିଆ ପାରୋଲ, ଜେଲ୍ ଯିବା ପରେ ପ୍ରଥମ ଥର ପାଇଁ ସିରସାସ୍ଥିତ ଆଶ୍ରମକୁ ଗଲେ ରାମ ରହିମ..

ପୁରୀ କୋଣାର୍କ ବେଳାଭୂମି ରାମଚଣ୍ଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : କାରକୁ ଧକ୍କା ଦେଲା ହାଇଓ୍ବା, ହୁତହୁତ୍ ହୋଇ ଜଳିଗଲା କାର୍..

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories