www.samajalive.in
Tuesday, December 9, 2025
19.1 C
Bhubaneswar

କୁମ୍‌‌କୀ ହାତୀ ‘ଭବାନୀ’ର ମୃତ୍ୟୁ

ବାରିପଦା: ଶିମିଳିପାଳରେ କୁମ୍‌‌କୀ ହାତୀ ‘ଭବାନୀ’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବୟସାଧିକ କାରଣରୁ କୁମ୍‌‌କୀ ହାତୀ ‘ଭବାନୀ’ର ମୃତ୍ୟୁ ହୋଇଥିବା ଜଣାପଡିଛି। ୭ ଫୁଟ ଉଚ୍ଚର ୮୦ ବର୍ଷୀୟ ହାତୀ ‘ଭବାନୀ’ ୨୦୦୧ରେ କର୍ଣ୍ଣାଟକରୁ ଓଡ଼ିଶା ଆସିଥିଲା। କୁମ୍‌‌କୀ ହାତୀ ‘ଭବାନୀ’ର ବୟସ ମୃତ୍ୟୁ ବେଳକୁ ୮୦ ବର୍ଷ ହୋଇଥିଲା। ବୟସ ଅଧିକ ହୋଇଯାଇଥିବାରୁ ହାତୀ ‘ଭବାନୀର ଦାନ୍ତ ନଥିଲା ଏବଂ ତାକୁ ନରମ ଖାଦ୍ୟ ଦିଆଯାଉଥିଲା।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories