www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଶପଥ ନେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ : ଭାରତୀୟ ସମୟ ରାତି ୧୦ଟା ୩୦ରେ ଶପଥ ଗ୍ରହଣ ଉତ୍ସବ, ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ..

ବ୍ରହ୍ମଗିରି : ଚିଲିକାର ସାତପଡାରେ ଚାଲିଛି ଡଲଫିନ୍ ଗଣନା , ୩ ଦିନ ପର୍ଯ୍ୟନ୍ତ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ଯାଏଁ ଚାଲିବ ଗଣନା..

- Advertisement -

ସମ୍ବଲପୁର : ଚତୁର୍ଥ ଦିନରେ ଚାଲିଛି ସ୍ଵର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଚଢାଉ..

ନାଗାବଳୀରେ ହେବ ଆନ୍ଧ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ : ରାୟଗଡା ଭୋଗିବ ଜଳ କଷ୍ଟ..

୫୦ ବର୍ଷ ପରେ ଶନିଙ୍କ ନକ୍ଷତ୍ରରେ ଚଳନ କରିବେ ମଙ୍ଗଳ: ଏହି ୩ ରାଶିଙ୍କୁ କରିବେ ଭାଗ୍ୟଶାଳୀ,ବଢିବ ଦରମା ,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ..

ସତ ଉଗାଳିବ ସୈଫଙ୍କ ଆକ୍ରମଣକାରୀ ; ୫ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ମହମ୍ମଦ ସରିଫୁଲ୍ ଇସଲାମ୍ ସେହଜାଦ୍, କ୍ରାଇମ ସ୍ପଟ୍ କୁ ନେଇ ସିନ୍ ରିକ୍ରିଏସନ୍ କରିବ ମୁମ୍ବାଇ ପୁଲିସ୍..

ଅଭୟା ଦୋଷୀ ସଂଜୟ ରାୟକୁ କଣ ହେବ ଦଣ୍ଡ ବିଧାନ: ଆଜୀବନ ନା ମୃତ୍ୟୁ ଦଣ୍ଡାଦେଶ, ଆଜି ସଜ୍ଜା ଶୁଣାଇବେ କୋର୍ଟ , ଗତବର୍ଷ ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜରୁ ଉଦ୍ଧାର ହୋଇଥିଲା ଟ୍ରେନି ଲେଡି ଡାକ୍ତରଙ୍କ ମୃତଦେହ..

ଥରେ ଚାର୍ଜ କଲେ ଗୋଟିଏ ମାସ ଚାର୍ଜ ରଖେ ଏହି ଫୋନ୍‌ ; ୨୦୦ ଏମପି କ୍ୟାମେରା, ଚଟାଣରେ ପିଟିଲେ ବି ଭାଙ୍ଗିବନି..

ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ସଡକ ଦୁର୍ଘଟଣା, ସାଇବର ଅପରାଧ ରୋକିବା ଉପରେ ଗୁରୁତ୍ଵ , ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଆଉ ଦୁଇ ହଜାର ନୂଆ ପଦବୀ ସୃଷ୍ଟି ନିର୍ଦେଶ, ଖୋଲିବ ଆଉ ୨୦ଟି ନୂଆ ସାଇବର ଥାନା..

ଆଜିଠୁ କୋଣାର୍କରେ ଖଣି ମନ୍ତ୍ରୀଙ୍କ ଦୁଇ ଦିନିଆ ସମ୍ମିଳନୀ : ଯୋଗଦେବେ କେନ୍ଦ୍ର ଖଣି ମନ୍ତ୍ରୀ ଜି.କିଷନ ରେଡ୍ଡୀ, ସାମିଲ ହେବେ ସବୁ ରାଜ୍ୟର ବିଭାଗୀୟ ମନ୍ତ୍ରୀ..

କୁକୁଡାଙ୍କୁ ଚାଷୀ ଦେଲେ ଦେଶୀ ମଦ, ଆଉ ତା’ପରେ..

ନୟାଗଡ ଓଡଗାଁ ଥାନା କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା: ୨ ଲକ୍ଷ ଟଙ୍କା ସହ ୨୦ରୁ ଉର୍ଦ୍ଧ୍ବ ବାଇକ, କାର୍ , ଅଟୋ ଜବତ, ୨୦ ଗିରଫ..

ଖୋର୍ଦ୍ଧା : ଦନ୍ତା ହାତୀ ଆକ୍ରମଣରେ ପୁଅ ମୃତ, ମାଆ ଗୁରୁତର..

ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଥଣ୍ଡା : ୧୦ ଡିଗ୍ରୀ ତଳେ ୫ ସହର , ୭ ଡିଗ୍ରୀ ସହ ଫୁଲବାଣୀ ପାଲଟିଲା ସବୁଠୁ ଥଣ୍ଡା ସହର..

କ’ଣ କହେ ହସ୍ତରେଖା: ଜାଣନ୍ତୁ କେଉଁମାନଙ୍କର ହୋଇଥାଏ ସରକାରୀ ଚାକିରି..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories