www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକା ସେନାରୁ ହଟିବେ ଟ୍ରାନ୍ସଜେଣ୍ଡର

ୱାଶିଂଟନ : ଆମେରିକା ସୈନ୍ୟ ବାହିନୀରେ କାର୍ଯ୍ୟରତ ସମସ୍ତ ଟ୍ରାନ୍ସଜେଣ୍ଡରଙ୍କୁ ହଟାଇବା ଲାଗି ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ରିପୋର୍ଟ ଅନୁଯାୟୀ ଟ୍ରମ୍ପ ହ୍ବାଇଟହାଉସ୍‌କୁ ଆସିବା ମାତ୍ରେ ଏ ସମ୍ପର୍କିତ ନିଷ୍ପତ୍ତି ନେବେ । ଏପରିକି ଜାନୁଆରୀ ୨୦ରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନରେ ଏହି ନିଷ୍ପତ୍ତି ସମ୍ପର୍କିତ ନିର୍ଦେଶନାମାରେ ସ୍ବାକ୍ଷର କରିବେ । ଆମେରିକା ସେନାରେ ଏବେ ପ୍ରାୟ ୧୫,୦୦୦ ଟ୍ରାନ୍ସଜେଣ୍ଡର କାର୍ଯ୍ୟ କରୁଛନ୍ତି । ଏହି ଟ୍ରାନ୍ସଜେଣ୍ଡରଙ୍କୁ ସେନାରେ କାର୍ଯ୍ୟ କରିବା ଲାଗି ଅଯୋଗ୍ୟ ଘୋଷଣା କରାଯିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories