ଧାନ କିଣା ନେଇ ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡା ଚେତାବନୀ

ଭୁବନେଶ୍ୱର : ଧାନ କିଣା ନେଇ ମିଲରଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର କଡା ଚେତାବନୀ ଦେଇଛନ୍ତି । ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମିଲ୍‌କୁ ସିଲ୍‌ କରାଯିବ । ଏହାସହ କଳା ତାଲିକା ଭୁକ୍ତ ମଧ୍ୟ କରାଯିବ । ମନ୍ତ୍ରୀ ଆହୁରି କହିଛନ୍ତି, ନୂଆପଡାରେ ଏହି କାରଣ ପାଇଁ ମିଲ୍‌କୁ ସିଲ୍‌ କରାଯାଇଛି । ଆଗକୁ ଯିଏ ଏମିତି କାମ କରିବ ତା’ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଚାଷୀ ଧାନ ବିକିବାକୁ ତରତର ହେଉଥିବାରୁ ଦଲାଲ ସୁଯୋଗ ନେଉଛନ୍ତି ।

ମକର ରାଶିରେ ଚଳନ କରିବେ ଶୁକ୍ର; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ.. 

ଭିଡିଓ ଦେଖିଲେ ଆଖିରେ ଲୁହ ରହିବନି, ଛୁଆ ମରିଯିବା ପରେ ଏମିତି କଲା ହାତୀ..

ସାପରୁ ଅଧିକ ବିଷାକ୍ତ ଏହି ଗଛ, ତଳେ ଠିଆ ହେଲେ ବି ହୋଇଥାଏ ମୃତ୍ୟୁ!

Comments are closed.