www.samajalive.in
Sunday, December 7, 2025
23.1 C
Bhubaneswar

ବାଲିଯାତ୍ରାରେ ବାସିଖାଦ୍ୟ; ଫୁଡ୍‌ ଷ୍ଟଲ୍‌ରେ ଚଢାଉ..

କଟକ: ଐତିହାସିକ ବାଲିଯାତ୍ରାରେ ବେଶ ଜମୁଛି ଲୋକଙ୍କ ଭିଡ । ଏହାମଧ୍ୟରେ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପକ୍ଷରୁ ଅନେକ ଫୁଡ୍‌ ଷ୍ଟଲ୍‌ ଉପରେ ଚଢାଉ କରାଯାଉଛି । କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଲିଯାତ୍ରାରେ ପଡିଥିବା ଖାଇବା ଷ୍ଟଲ୍ ଉପରେ ଚଢାଉ କରାଯାଇଛି। ଚଢାଉ ବେଳେ ଅଧିକାଂଶ ଷ୍ଟଲରୁ କୁଇଣ୍ଟାଲ କୁଇଣ୍ଟାଲ ବାସୀଖାଦ୍ୟ ନଷ୍ଟ କରାଯିବା ସହ ଖରାପ ତେଲ ଯାଞ୍ଚ କରି ସମସ୍ତ ଖାଦ୍ୟକୁ ଜବତ କରିଛି ଫୁଡ଼ ସେଫଟି ଟିମ । ଏହି ଯାଞ୍ଚରେ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସିଏମସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏଭଳି ଖାଦ୍ୟରମାନ ନିୟମିତ ଭାବରେ ଯାଞ୍ଚ ହେବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟବ୍ରତ ମହାପାତ୍ର କହିଛନ୍ତି।

୨୦୨୫ରେ ରାହୁ ଓ କେତୁ ଚଳନ; ଏହି ୫ ରାଶି ପାଇବେ ରାଜା ଭଳି ଜୀବନ, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

ବଡ ଖବର; ୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା, ଜାନୁଆରୀ, ଫେବୃଆରୀ ମିଳିବ ୨ୟ କିସ୍ତି..

- Advertisement -

ପଳାଶୁଣି ଛକରେ ଟ୍ରକ ଧକ୍କାରେ ମହିଳା ମୃତ

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories