www.samajalive.in
Tuesday, December 9, 2025
15.1 C
Bhubaneswar

ଶୁଦ୍ଧିକ୍ରିୟା ପାଇଁ ଲାଇଫ୍‌‌ ସେଭର୍ସ ଗ୍ରୁପ ଟ୍ରଷ୍ଟ ପକ୍ଷରୁ ସହାୟତା

କେନ୍ଦୁଝରଗଡ଼: ସଦର ବ୍ଲକ ପଦ୍ମପୁର ପଞ୍ଚାୟତ ଅଧିନ ସାହାଡାପୁର ଗ୍ରାମର ନାରାୟଣ ଖଟୁଆ ମାତ୍ର ୩୫ବର୍ଷ ବୟସରେ ଯୁବାବସ୍ଥାରେ ଅକାଳ ବିୟୋଗ ଘଟିବା ପରେ ତାଙ୍କର ଶୁଦ୍ଧିକ୍ରିୟା ପାଇଁ ପରିବାର ଲୋକେ ଅସମର୍ଥ ଖବର ପାଇ ସ୍ୱେଛାସେବୀ ସଙ୍ଗଠନ ଲାଇଫ୍‌‌ ସେଭର୍ସ ଗ୍ରୁପ୍‌‌ ଟ୍ରଷ୍ଟ ପକ୍ଷରୁ ସହାୟତାର ହାତ ବଢ଼଼ାଇଥିଲେ। ଗ୍ରୁପ୍‌‌ ଟ୍ରଷ୍ଟ ଉପଦେଷ୍ଟା ମନୋଜ କୁମାର ମାଝୀ, ବିଜୟ କୁମାର ଖୁଣ୍ଟିଆ, ଯୁଧିଷ୍ଠିର ମହାନ୍ତ, ବିଦ୍ୟାଧର ମହାନ୍ତ, ରଘୁନାଥ ମହାନ୍ତ, ଅଜୟ ଗିରି, କମଳଲୋଚନ ମହାନ୍ତ, ଝାଡେଶ୍ୱର ନାଏକ ଓ ଚତୁର୍ଭୁଜ ବେହେରା ପ୍ରମୁଖ ଶନିବାର ଦଶାହ ପାଳନ ଅବସରରେ ନାରାୟଣଙ୍କ ସ୍ତ୍ରୀ ଓ ୧୧ମାସର ଶିଶୁ ପୁତ୍ରଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories