www.samajalive.in
Sunday, December 7, 2025
16.1 C
Bhubaneswar

ଗୋପାଷ୍ଟମୀ ଓ ଦୀପାବଳି ମିଳନ ଉତ୍ସବ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି  ଅଗ୍ରୱାଲ ସଭା ଟ୍ରଷ୍ଟ ଏବଂ ଗୋପାଳ ଗୋଶାଳା କମିଟି ଦ୍ବାରା ମିଳିତ ଭାବେ  ଆୟୋଜିତ ଶ୍ରୀ ଶ୍ରୀ ଗୋପାଷ୍ଟମୀ ମହୋତ୍ସବ ଏବଂ ଦୀପାବଳି ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶସ୍ତି କରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ   ସିଂଦେଓ ଆମନ୍ତ୍ରିତ ଅତିଥି ଭାବେ  ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତତା ସିଂଦେବ , କଣ୍ଟାବାଞ୍ଜି  ବିଧାୟକ  ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସିଂ ଦେଓ  ଉତ୍ସାହର ସହିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋ ପୂଜନ କରିଥିଲେ | ଆମନ୍ତ୍ରିତ  ଅତିଥିମାନଙ୍କ ସହ ଅଗ୍ରୱାଲ ସଭା ସଭାପତି ଶ୍ରୀ କୈଳାସଚାନ୍ଦ ଅଗ୍ରୱାଲ ଏବଂ ଗ ଗୋପାଳ ଗୋଶାଳା  ସଭାପତି ସଞ୍ଜୟ  ଅଗ୍ରୱାଲ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସୁରେଶ ଆର୍ଯ୍ୟ, ଅରୁଣ ଆର୍ଯ୍ୟ, ଅଜୟ  ଜୈନ , ମହେଶ ଅଗ୍ରୱାଲ, ଧୀରଜ ଅଗ୍ରୱାଲ, କମଲ ଅଗ୍ରୱାଲ, ସୁରେଶ ଲାଠ , ବିଜୟ ଅଗ୍ରୱାଲ, ବାବେଶ ଅଗ୍ରୱାଲ, ପଙ୍କଜ ଜୈନ , ମନୀଷ ଅଗ୍ରୱାଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଧୀରଜ ଅଗ୍ରୱାଲ ପରିଚାଳନା କରିଥିଲେ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories