www.samajalive.in
Sunday, December 7, 2025
14.1 C
Bhubaneswar

ଆଡିବନ୍ଧ ଗେଟ ଚୋରି, ୨ ଗିରଫ

ଗୁରୁଡିଝାଟିଆ: ଆଡିବନ୍ଧରେ ଲାଗିଥିବା ଗେଟ୍‌ ଚୋରି କରିନେବା ଅଭିଯୋଗରେ ଗୁରୁଡିଝାଟିଆ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଦ୍ୱୟଙ୍କ ନାମ ରଞ୍ଜନ ମହାନ୍ତି ଓ ପରମାନନ୍ଦ ବେହେରା । ଉଭୟଙ୍କ ଘର ଗୋବରା ପଞ୍ଚାୟତର ଗୋବରା ଗ୍ରାମରେ । ଚୋରି ହୋଇଥିବା ଲୁହାଗେଟକୁ ପୁଲିସ ଜବତ କରିଛି ।

ଗତ ୩ଦିନ ତଳେ ଗ୍ରାମର ପଶ୍ଚିମ ପାର୍ଶ୍ବରେ ଥିବା ଆଡିବନ୍ଧ ଗେଟକୁ ଅଭିଯୁକ୍ତମାନେ ନେଇଯାଉଥିବା ଗ୍ରାମବାସୀ ଦେଖିଥିଲେ । ଲୋକଙ୍କୁ ଦେଖି ସେମାନେ ଦୌଡ଼ି ପଳାଇଥିଲେ। ଏ ସଂପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ପୂର୍ବକ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପରେଶ କୁମାର ମହାନ୍ତି କହିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories