www.samajalive.in
Monday, December 8, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ଵର୍ଣ୍ଣ..  ଏକକ ବ୍ୟାଡମିଣ୍ଟନର ଏସଏଲ ୩ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀତୀଶ କୁମାର..

ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ, ୨ ମୃତ..

- Advertisement -

ଉନ୍ମୋଚିତ ହେଲା ‘ସୁଭଦ୍ରା’ ଯୋଜନାର ୱେବ ପୋର୍ଟାଲ.. ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା..

ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ବାଲଙ୍କୁ ଆକ୍ରମଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ବିଭବ କୁମାରଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମ୍ କୋର୍ଟ..

କଲକାତା ଲଜ୍ଜା.. ଚାଞ୍ଚଲକର ବୟାନ ଦେଲା ଅଭିଯୁକ୍ତ ସଞ୍ଜୟ ରାୟ.. କହିଲା ମୁଁ ନିର୍ଦୋଷ..

୫ଘଣ୍ଟା ଜେରା ପରେ ଗିରଫ ହେଲେ ଆପ୍‌‌ ନେତା ତଥା ଓଖଲା ବିଧାୟକ ଅମାନତୁଲ୍ଲା ଖାନ..

ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିିୟା ଆରମ୍ଭ.. ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ପୁଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ.. ଭୁବନେଶ୍ୱର ଏଡିଜେ-୨ କୋର୍ଟ ଶୁଣାଇଲେ ରାୟ.. ୨୦୧୯ ମାର୍ଚ୍ଚ ୧୧ ତାରିଖରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଘଟିଥିଲା ଘଟଣା.. ସାବତ ପୁଅର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ବାପା ଦାଶରଥୀ ଟୁଡୁ..

ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ.. ବିଧାନସଭାରେ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

ପାରାଦୀପରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ.. ୧୭ଟି ୱାଗନ ଇଞ୍ଜିନରୁ ଖସି ଯାଇଥିବା ସୂଚନା..

୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଜନତା ମଇଦାନରେ ବାଣ୍ଟିବେ ସୁଭଦ୍ରା ଟଙ୍କା..

ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଲା ୮ମ ପଦକ.. ପୁରୁଷ ଡିସ୍‌କସ୍‌ ଥ୍ରୋରେ ଯୋଗେଶ କଥୁନିଆ ଜିତିଲେ ରୌପ୍ୟ..

ତାଳଚେର ଖଣି ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ.. ଠାବ ହେଲା ଅମାପ ସମ୍ପତ୍ତି..

ଶିମିଳିପାଳ ଅଭୟାରଣ୍ୟରେ ହାତୀ ଛୁଆର ମୃତଦେହ.. ସାଉଥ୍ ଡିଭିଜନ୍ ଜେନାବିଲ ରେଞ୍ଜ କାର୍ଯ୍ୟାଳୟ ନିକଟରୁ ମୃତଦେହ ଉଦ୍ଧାର.. ହାତୀ ଛୁୁଆ ବର୍ଷକର ହୋଇଥିବା ଅନୁମାନ.. ମୃତ୍ୟୁର କାରଣ ଅସ୍ପଷ୍ଟ..

ପିପିଲି କଣ୍ଟି ପଞ୍ଚାୟତ ବାଲିମାଳ ସାହି କେନାଲ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର.. ହତ୍ୟା ଅଭିଯୋଗ ଆଣିଲା ପରିବାର.. ଘଟଣାରେ ମହିଳାଙ୍କ ସମେତ ୩ ଅଟକ..

ପୁରୀ ପରେ କେନ୍ଦ୍ରାପଡାକୁ ବ୍ୟାପିଛି କି ବାର୍ଡ ଫ୍ଲୁ.. ଆଜିଠୁ ଡେରାବିଶ ଅଞ୍ଚଳର ସବୁ ଫାର୍ମରୁ ସଂଗ୍ରହ ହେବ କୁକୁଡାଙ୍କ ନମୁନା.. ରବିବାର ରାସ୍ତାକଡରୁ ୬ ବସ୍ତା ମୃତ କୁକୁଡା ଠାବ ପରେ ବଢିଛି ସନ୍ଦେହ..

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର.. କଲକତା ଆଲିପୁର ଚିଡିଆଖାନାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲା ଦୁଇ ଜିରାଫ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories