www.samajalive.in
Monday, December 8, 2025
14.1 C
Bhubaneswar

ଖୁଣ୍ଟୁଣୀ ଥାନାରେ ଆମ ପୁଲିସ ସମିିିତିର ବୈଠକ

ଗୁରୁଡ଼ିଝାଟିଆ: ଜନସାଧାରଣଙ୍କ ସହଯୋଗ ପୁଲିସକୁ ସୁଦୃଢ କରେ। ସେମାନଙ୍କ ପ୍ରତି ବିଶ୍ୱାସଭାଜନ ହେବା ଓ ନିଷ୍ଠାର ସହିତ ସେବା ଯୋଗାଇଦେବା ପୁଲିସର କାର୍ଯ୍ୟ ବୋଲି ଖୁଣ୍ଟୁଣୀ ଥାନା ଅଧିକାରୀ ରବି ନାରାୟଣ ବେହେରା କହିବା ସହ ସମାଜରେ ଥିବା ବରିଷ୍ଠ ନାଗରିକଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା, ଛୋଟଛୋଟ କଳିଝଗଡ଼ାର ଆପୋଷ ସମାଧାନ କରିବା ଦିଗରେ ଆମ ପୁଲିସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ। ପାର୍ବଣ ଋତୁ ଆସିଥିବାରୁ ସରକାରଙ୍କ ନୀତି ନିୟମକୁ ମାନି ସମସ୍ତ କାର୍ଯ୍ୟ କରିବା ଦିଗରେ ବୈଠକରେ ମତପ୍ରକାଶ ପାଇଥିଲା। ଥାନା ଅଞ୍ଚଳର ବରିଷ୍ଠ ନାଗରିକ ଓ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ। ଉପନୀରୀକ୍ଷକ ଡଃ ବିକାଶ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories