ପାତ୍ରପୁର: ସାମନ୍ତିଆ ପଲ୍ଲୀ ରେଞ୍ଜ ତୁମ୍ବା ପଞ୍ଚାୟତ ରାମଚନ୍ଦ୍ର ପୁର ନିକଟରୁ ଜଙ୍ଗଲ ବିଭାଗ ଚଢ଼ାଉ ୩୪ଟି ଶାଗୁଆନ ଗଣ୍ଡି ଜବତ କରିଛି। ତୁମ୍ୱା ରାମଚନ୍ଦ୍ର ପୁର ନିକଟ ଏକ ସ୍ଥାନରେ ଶାଗୁଆନ କାଠ ଥିବା ଜଙ୍ଗଲ ବିଭାଗ ଖବର ପାଇ ଚଢ଼ାଉ କରିଥିଲେ। ଟ୍ରାକ୍ଟର ଯୋଗେ ରେଞ୍ଜ କାର୍ଯ୍ୟାଳୟକୁ ଆଣିବା ପରେ ୪୬ ସିଏଫଟି ସାଗୁଆନ କାଠ ଥିବା ରେଞର ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି।
Popular Categories



