www.samajalive.in
Sunday, December 7, 2025
26.1 C
Bhubaneswar

ହରିପୁର ଜଙ୍ଗଲ ନିକଟରୁ ହରିଣ ଛୁଆ ଉଦ୍ଧାର

ପାତ୍ରପୁର: ସାମନ୍ତିଆ ପଲ୍ଲୀ ରେଞ୍ଜ ସୁରଙ୍ଗୀ   ହରିପୁର ପାହାଡ଼ ପାଦଦେଶରୁ ଏକ ଆହତ ହରିଣ ଛୁଆ  ଜଙ୍ଗଲ ବିଭାଗ  ଉଦ୍ଧାର କରିଛି। ହରିପୁର ପାହାଡ଼ ନିକଟ ଜମିରେ ଗୋଟିଏ ହରିଣ ଛୁଆ ବିଲୁଆ ହାବୁଡ଼ରେ ପଡ଼ିଥିଲା।  ଜମିରେ ଚାଷ କରୁଥିବା କିଛି ବ୍ୟକ୍ତି ଏହା ଦେଖି ତୁରନ୍ତ ବିଲୁଆ କବଳରୁ ହରିଣ ଛୁଆକୁ ଉଦ୍ଧାର କରିଥିଲେ। ଏହା ପରେ ଜଙ୍ଗଲ ବିଭାଗ କୁ ଖବର ଦେବା ପରେ ବିଭାଗ ପହଞ୍ଚି ତୁରନ୍ତ ହରିଣ ଛୁଆ କୁ ଉଦ୍ଧାର କରିବା ସହ ପାତ୍ରପୁର ଠାରେ ଚିକିତ୍ସା କରି ଥିଲେ। ତେବେ ହରିଣ ଛୁଆଟି ବିଲୁଆ ଆକ୍ରମଣରେ ଅସୁସ୍ଥ ଆହତ ବେଳେ ଦିନେ ଦୁଇ ଦିନ ପରେ ସୁସ୍ଥ ହେଲେ ପୁଣି ହରିପୁର ଜଙ୍ଗଲରେ ଛଡା ଯିବ ବୋଲି ଏସସିଏଫ ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories