www.samajalive.in
Sunday, December 7, 2025
23.1 C
Bhubaneswar

‘ବିଶ୍ବ ଶାନ୍ତି ଜଗନ୍ନାଥ ରଥଯାତ୍ରା’ର ଶୁଭାରମ୍ଭ

ଭୁବନେଶ୍ବର: ଉତ୍ତରପ୍ରଦେଶରେ ଅନୁଷ୍ଠିତ କୁମ୍ଭମେଳାରେ ଯୋଗ ଦେବା ପାଇଁ ଭୁବନେଶ୍ବର ସ୍ଥିତ କ୍ରିୟା ଯୋଗ ଆଶ୍ରମ ପକ୍ଷରୁ ‘‘ଅଖିଳ ଭାରତୀୟ ସର୍ବ ଧର୍ମ ସମନ୍ବୟ ବିଶ୍ବ ଶାନ୍ତି ଜଗନ୍ନାଥ ରଥଯାତ୍ରା’’ ର ଶୁଭାରମ୍ଭ ହୋଇଛି । କ୍ରିୟା ଯୋଗ ଆଶ୍ରମ ଭୁବନେଶ୍ବରର ପ୍ରତିଷ୍ଠାତା ପୂଜ୍ୟଗୁରୁ ସ୍ବାମୀ ଶଙ୍କରାନନ୍ଦ ଗିରି ମହାରାଜଙ୍କ ପୌରୋହିତ୍ୟରେ ଏହି ପ୍ରତୀକ ପାବନ ଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଓଡିଶା ସରକାରଙ୍କ ଅର୍ଥ ଓ ଅବକରୀ ମନ୍ତ୍ରୀ ମାନ୍ୟବର ଶଶୀଭୂଷଣ ବେହେରା, ଉତ୍ତର ଭୁବନେଶ୍ବର ବିଧାୟକ ମାନନୀୟ ପ୍ରିୟଦର୍ଶୀ ମିଶ୍ର ଏବଂ ଭୁବନେଶ୍ବର ମହାନଗର ନିଗମର ନଗରପାଳ ଅନନ୍ତ ନାରାୟଣ ଜେନା ପବିତ୍ର ଧ୍ବଜା ଦର୍ଶନରେ ଏହି ଯାତ୍ରା ଶୁଭରାମ୍ଭ କରିଥିଲେ ।  ଏହି ପବିତ୍ର ଯାତ୍ରା ଭୁବନେଶ୍ବର ଠାରୁ ଆରମ୍ଭ ହୋଇ ବମ୍ବେ ଛକ, ରାଞ୍ଚି, ଗୟା ଓବନାରସ ଦେଇ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପହଞ୍ଚିବ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories