www.samajalive.in
Sunday, December 7, 2025
18.1 C
Bhubaneswar

ଆମେରିକାର ନୂଆ ଫେସନ କାନ ବ୍ୟାଣ୍ଡେଜ୍‌

ୱାଶିଂଟନ: ଡାହାଣ କାନରେ ଧଳା ବ୍ୟାଣ୍ଡେଜ୍ ପିନ୍ଧିବା ଆମେରିକାରେ ଏବେ ଏକ ନୂଆ ଫେସନରେ ପରିଣତ ହୋଇଛି। ଗୁଳିମାଡରେ ଆହତ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡାହାଣ କାନରେ ଧଳା ବ୍ୟାଣ୍ଡେଜ୍  ଲଗାଇ ସାଧାରଣରେ ଦେଖାଯିବା ପରେ ତାଙ୍କ ସମର୍ଥକମାନେ ଏହାକୁ ଆପଣାଇଛନ୍ତି। ଆହତ ହେବା ପରେ ଟ୍ରମ୍ପ ପ୍ରଥମ କରି ୱଜକନସିନ୍‌ରେ ରିପବ୍ଳିକାନ ନ୍ୟାସନାଲ କନଭେନସନ (ଆରଏନ୍‌ସି)ରେ ଉପସ୍ଥିତ ହୋଇଥିଲେ। ସେଠାରେ ତାଙ୍କୁ କାନରେ ବ୍ୟାଣ୍ଡେଜ୍ ଲଗାଇଥିବା ଦେଖିବାକୁ ମିଳିଥିଲା। କାରଣ ଆତତାୟୀ ଗୁଳିମାଡରେ ଟ୍ରମ୍ପଙ୍କ ଡାହାଣ କାନରେ କ୍ଷତ ହୋଇଥିଲା। ତେଣୁ କ୍ଷତର ଆରୋଗ୍ୟ ପାଇଁ ଏହାକୁ ବ୍ୟାଣ୍ଡେଜ୍ କରାଯାଇଛି।

ବାଂଲାଦେଶରେ ତେଜିଲା ସଂରକ୍ଷଣ ବିରୋଧୀ ଆନ୍ଦୋଳନ

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories