www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ..

କଂଗ୍ରେସ ଭବନରେ ପଶି କାଳିମାଡ କଲେ ଅସନ୍ତୁଷ୍ଟ ଗୋଷ୍ଠୀ..

- Advertisement -

ଅନ୍ତର୍ଜାତୀୟ ଯୋଗ ଦିବସ..

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଯୋଗ କାର୍ଯ୍ୟକ୍ରମ..

ଦେଶ, ବିଦେଶ ଓ ରାଜ୍ୟସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଳନ ହେଉଛି..

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ..

କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି..

ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..

ବାଲେଶ୍ୱରରେ ଆଜି ୬ଘଣ୍ଟା କର୍ଫ୍ୟୁ କୋହଳ..

ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କଲା ପ୍ରଶାସନ..

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ..

ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ..

ତମାଣ୍ଡୋ ନିକଟ ସିଭି ରମଣ କଲେଜ ପାର୍ଶ୍ବ ରାସ୍ତାକଡ଼ରୁ ଘର ମାଲିକ ସୁଶାନ୍ତ ଶତପଥୀଙ୍କ ମୃତଦେହ ଉଦ୍ଧାର..

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ..

୨୬ରୁ ୨୮ମଧ୍ୟରେ ଲଘୁଚାପ ସମ୍ଭାବନା..

ପ୍ରଭାବରେ ଓଡ଼ିଶାରେ ବଢିବ ବର୍ଷାର ପରିମାଣ..

ଆଜି ଦକ୍ଷିଣ ଓଡ଼ିଶାରେ କିଛି ଅଞ୍ଚଳରେ ବର୍ଷା ସମ୍ଭାବନା..

ବନ୍ଦେ ଭାରତ ଖାଦ୍ୟରୁ ବାହାରିଲା ମଲା ଅସରପା, ଅଭିଯୋଗ ପରେ ଏମିତି କହିଲା ଆଇଆରସିଟିସି..

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories