www.samajalive.in
Wednesday, December 10, 2025
15.1 C
Bhubaneswar

ନୋଇଡ଼ା ପାର୍କରେ ନମାଜ ପାଠ ଉପରେ ପୁଲିସର ପ୍ରତିବନ୍ଧକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସଂଲଗ୍ନ ଉତ୍ତରପ୍ରଦେଶର ନୋଇଡ଼ାର ସେକ୍ଟର ୫୮ର ପାର୍କରେ ନମାଜ ପାଠ ଉପରେ ସ୍ଥାନୀୟ ପୁଲିସ ପ୍ରତିବନ୍ଧକ ଲଗାଇଛି। ଏହି ବିଜ୍ଞପ୍ତି ମାଧ୍ୟମରେ ସେକ୍ଟର ୫୮ ଥାନା ଅଧିକାରୀ ଉକ୍ତ ପାର୍କରେ କୌଣସି ଧାର୍ମିକ ଅନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଉକ୍ତ ପାର୍କର ରକ୍ଷଣାବେକ୍ଷଣ ସ୍ଥାନୀୟ ପ୍ରଶାସନ ହାତରେ ରହିଛି। ଶୁକ୍ରବାର ଏଠାରେ ୧୨ରୁ ୧୫ଜଣ ଏହି ପାର୍କରେ ନମାଜ ପାଠ କରୁଥିଲେ। ତେବେ କ୍ରମଶଃ ଏହି ସଂଖ୍ୟା ବୃଦ୍ଧି ପାଇଁ ୨୦୦ରୁ ଊଦ୍ଧ୍ୱର୍ରେ ପହଞ୍ôଚ ଥିଲା। ଏହାକୁ ନେଇ ପାର୍କରେ ଭ୍ରମଣ ପାଇଁ ଯାଉଥିବା ବ୍ୟକ୍ତି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ପଦକ୍ଷେପ ଗ୍ରହଣ କରି ସ୍ଥାନୀୟ ପୁଲିସ ଏହି ବିଜ୍ଞପ୍ତି ଜାରି କରିଛି। ଆଗାମୀ ଦିନରେ ପାର୍କରେ ଏଭଳି ଘଟଣାର ପୁନରାବୃତ୍ତି ହେଲେ ଏଥିପାଇଁ ପାର୍କ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଘରୋଇ କମ୍ପାନୀ ହେବ ବୋଲି ପୁଲିସ ପ୍ରକାଶ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories