www.samajalive.in
Sunday, December 7, 2025
14.1 C
Bhubaneswar

ଆମେରିକାରେ ଗଡୁଛି ଅଟୋ ରିକ୍ସା, ଭିଡିଓ ଦେଖି ଲୋକେ କହିଲେ ଏମିତି

ନୂଆଦିଲ୍ଲୀ : ଆମ ଦେଶରେ ଯଦି ଆପଣ ରାସ୍ତାରେ ଅଟୋ-ରିକ୍ସା ଚାଲିବା ଦେଖିବେ ତେବେ ହୁଏତ କିଛି ଆଶ୍ଚର୍ଯ୍ୟ ଲାଗିବନି । କିନ୍ତୁ ଯଦି ଆମେରିକାର ରାସ୍ତାରେ ଅଟୋ ରିକ୍ସା ଗଡିବ ତେବେ କିଭଳି ଲାଗିବ ? ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଇଣ୍ଟରନେଟରେ ଭିଡିଓଟି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି ।

 

View this post on Instagram

 

A post shared by Manohar Singh Rawat (@manoharsrawat)

- Advertisement -

ଇନଷ୍ଟାଗ୍ରାମରେ ମନୋହର ସିଂହ ରାଓତ ନାମକ ଜଣେ ୟୁଜର ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି କି ‘କାର୍ଲିଫର୍ଣ୍ଣିଆରେ ଅଟୋ ରିକ୍ସା ।’ ସେୟାର କରାଯିବା ପରେ ଭିଡିଓକୁ ପ୍ଲାଟଫର୍ମରେ ୮ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଛି ଏବଂ ୨୪ ହଜାରରୁ ଅଧିକ ଲାଇକ୍ ମିଳିସାରିଛି ।

ଜଣେ ୟୁଜର ଭିଡିଓରେ କମେଣ୍ଟ କରି ଲେଖିଛନ୍ତି କି ଆମେରିକାରେ ସାର୍ବଜନିକ ପରିବହନର ବହୁତ ଆବଶ୍ୟକତା ରହିଛି । ଅନ୍ୟ ଜଣେ ଲେଖିଛନ୍ତି କି ସେ ପ୍ରଥମ ଥରେ ଇଂଲଣ୍ଡରେ ମଧ୍ୟ ଏକ ଅଟୋ ଚାଲୁଥିବା ଦେଖିଥିଲେ ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories