www.samajalive.in
Sunday, December 7, 2025
26.1 C
Bhubaneswar

ଇରାନକୁ ଜବାବ ଦେଲା ଇସ୍ରାଏଲ, ଇସଫାହନ ସହରରେ ମିସାଇଲ ମାଡ

ନୂଆଦିଲ୍ଲୀ : ଇସ୍ରାଏଲ ଶୁକ୍ରବାର ସକାଳେ ଇରାନ ଉପରେ ଆକ୍ରମଣ କରିଦେଇଛି । ଇରାନର ଇସଫାହନ ସହରରେ ଥିବା ଏକ ବିମାନବନ୍ଦରକୁ ମିସାଇଲ ମାଡ କରିଛି ଇସ୍ରାଏଲ । ସପ୍ତାହେ ତଳେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ପରେ ଇସ୍ରାଏଲ ଆଜି ଜବାବରେ ପାଲଟା ଆକ୍ରମଣ କରିଛି ।

ଇରାନର ସରକାରୀ ଏଜେନ୍ସି ଫାର୍ସର ସୂଚନା ଅନୁସାରେ ଇସଫାହନ ସହରରେ ଉତ୍ତର-ପଶ୍ଚିମ ଭାଗରେ ୩ ଥର ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ଏହି ଅଞ୍ଚଳରେ ଅନେକ ଅଫିସର କୋଠାର ଝରକା ମଧ୍ୟ ଭାଙ୍ଗିଥିବା ଖବର ସାମ୍ନାକୁ ଆସିଛି । କହିରଖୁଛୁ ସିରିଆର ରାଜଧାନୀ ଦମିଶ୍କସ୍ଥିତ ଇରାନ ଦୂତାବାସ ଉପରେ ୧ ଏପ୍ରିଲରେ ଆକ୍ରମଣ ହୋଇଥିଲା । ଏଥିରେ ୧୩ ଜଣ ପ୍ରାଣ ହରାଇଥିଲେ । ତେବେ ଇସ୍ରାଏଲ ୧ ଏପ୍ରିଲରେ ହୋଇଥିବା ଏୟାର ଷ୍ଟ୍ରାଇକର ଦାୟିତ୍ବ ନେଇନଥିଲା କିନ୍ତୁ ଇରାନ ଏହି ଆକ୍ରମଣରେ ଇସ୍ରାଏଲକୁ ଦୋଷୀ ବୋଲି କହିବା ସହ ଆକ୍ରମଣର ଚେତାବନୀ ଦେଇଥିଲା ।

ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ, ସାମିଲ ହେବେ ୧୬ କୋଟିରୁ ଅଧିକ ମତାଦାତା

- Advertisement -

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories