www.samajalive.in
Sunday, December 7, 2025
14.1 C
Bhubaneswar

ବିଜେପି ୨୪ କ୍ୟାରେଟ ସୁନା, କଂଗ୍ରେସ କଳଙ୍କି ଲଗା ଲୁହା – ରାଜନାଥ

ଡେସ୍କ: ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଜେପି ଭେଦଭାବ କରେ ନାହିଁ ଏବଂ ତିନି ତଲାକ୍ ନିଷେଧାଦେଶକୁ ଦର୍ଶାଇ ମହିଳାଙ୍କ ସମ୍ମାନ ଏଥିପାଇଁ ସର୍ବୋଚ୍ଚ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ମଧ୍ୟପ୍ରଦେଶର ରେଓ୍ଵା ଓ ସତନା ଜିଲ୍ଲାରେ ଜନସଭାକୁ ସମ୍ବୋଧିତ କରି ସେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଚିନ୍ତାଧାରାକୁ ସମର୍ଥନ କରିବା ସହ ତାଙ୍କ ଦଳକୁ ‘୨୪ କ୍ୟାରେଟ ସୁନା’ ଏବଂ କଂଗ୍ରେସକୁ ‘କଳଙ୍କି ଲଗା ଲୁହା’ ବୋଲି କହିଛନ୍ତି।

ପ୍ରାର୍ଥୀ ଘୋଷଣା କଲା ବିଜେଡି, ବାଲେଶ୍ୱରରୁ ଲଢ଼ିବେ ଲେଖାଶ୍ରୀ

- Advertisement -

ବିଜେପି ବର୍ତ୍ତମାନର ସାଂସଦ ଜନାର୍ଦ୍ଦନ ମିଶ୍ରଙ୍କୁ ରେୱା ଲୋକସଭା ଆସନରୁ ପୁନର୍ବାର ପ୍ରାର୍ଥୀ କରିଛି। ସେ କଂଗ୍ରେସର ନୀଲମ ସିଂହଙ୍କୁ ଟକ୍କର ଦେବେ। ସତନାରେ ବିଜେପି ସାଂସଦ ଗଣେଶ ସିଂହ ସ୍ଥାନୀୟ କଂଗ୍ରେସ ବିଧାୟକ ସିଦ୍ଧାର୍ଥ କୁଶୱାହାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories