ଭୁବନେଶ୍ୱର : ଶୁକ୍ରବାର ସାଢେ ୨ଟା ସୁଦ୍ଧା ୩୯ ଡିଗ୍ରୀ ଟପିଲା ଦିନ ତାପମାତ୍ର।। ସାଢେ ୨ଟା ସୁଦ୍ଧା ଝାରସୁଗୁଡା ସର୍ବାଧିକ ୩୯.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି ୩୮.୪, ରାଉରକେଲା ୩୭.୬, ସମ୍ବଲପୁର ୩୭.୫, ଭୁବନେଶ୍ୱର, କେନ୍ଦୁଝର, ହୀରାକୁଦ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୨ ଟା ୩୦ ସୁଦ୍ଧା କେଉଁଠି କେତେ ଡ଼ିଗ୍ରୀ ତାପମାତ୍ରା ରେକର୍ଡ #ଝାରସୁଗୁଡା: ୩୯.୧°C #ଚାନ୍ଦବାଲି: ୩୮.୪°C #ରାଉରକେଲା : ୩୭.୬°C#ସମ୍ବଲପୁର: ୩୭.୫ °C#ଭୁବନେଶ୍ୱର: ୩୭.୪ °C#କେନ୍ଦୁଝର: ୩୭.୪ °C #ହୀରାକୁଦ: ୩୭.୪ °C #ବାଲେଶ୍ୱର: ୩୫ °C #ପୁରୀ: ୩୩ °C#ପାରାଦୀପ: ୩୨.୩ °C#ଗୋପାଳପୁର: ୩୧.୫ °C
— Meteorological Centre, Bhubaneswar (@mcbbsr) March 29, 2024



