ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ ବ୍ରୋଞ୍ଚ ପଦକ ପାଇଁ ମ୍ୟାଚ ଶେଷ ହୋଇଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ଅଷ୍ଟ୍ରେଲିଆ ଜିତିଯାଇଛି। କ୍ରମାଗତ ତୃତୀୟ ଥର ବିଶ୍ୱକପ ଜିତିବା ଆଶା ରଖିଥିବା ଅଷ୍ଟ୍ରେଲିଆ ବ୍ରୋଞ୍ଚ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୮-୧ ଗୋଲରେ ପରାସ୍ତ କରିଛି। ହ୍ୟାଟ୍ରିକ ଗୋଲ କରି ଅଷ୍ଟ୍ରେଲିଆ ଖେଳାଳି ଟମ କ୍ରେଗ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।
Popular Categories



