www.samajalive.in
Monday, December 8, 2025
14.1 C
Bhubaneswar

ତାଲା ଭାଙ୍ଗି ଦୁଇଟି ଶିବ ମନ୍ଦିରରୁ ଲୁଟ୍ : ଦାନ ବାକ୍ସ ସହ ଠାକୁରଙ୍କ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୁତ୍ତ

ସୋର: ମନ୍ଦିର ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି। ବାଲେଶ୍ବର ଜିଲ୍ଲା ସୋର ବଳଙ୍ଗା ଏବଂ  ଅସିମିଳା ଗାଁର ଦୁଇ ଶିବ ମନ୍ଦିରରୁ ଲୁଟ୍ ହୋଇଛି। ଦୁର୍ବୁତ୍ତ ମାନେ ଦାନ ବାକ୍ସ ସହ ଠାକୁରଙ୍କ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। କିଛି ଦୁର୍ବୁତ୍ତ ମନ୍ଦିର ଭିତରକୁ ଆସି ତାଲା ଭାଙ୍ଗି ସୁନା ଅଳଙ୍କାର , ୯ଟା ସୁନା କଲରା, ରୂପା କଠଉ, ରୂପା ତ୍ରିଶୂଳ , ରୂପା ଡମ୍ବରୁ , ଚିଲମ, ନନ୍ଦୀଙ୍କ ବାଦ୍ୟ ଇତ୍ୟାଦି ଚୋରି କରି ନେଇଯାଇଛନ୍ତି।  ପରେ ସ୍ଥାନୀୟ ଲୋକ ପୁଲିସକୁ କବର ଦେଇଥିଲେ। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories