www.samajalive.in
Sunday, December 7, 2025
26.1 C
Bhubaneswar

ଚାଲିବ ୫୦ ଅମୃତ ଭାରତ ରେଳ

ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷରେ ଅତିରିକ୍ତ ନୂତନ ୫୦ଟି ଅମୃତ ଭାରତ ରେଳ ଚଳାଚଳ ନେଇ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ରେଳ ମନ୍ତ୍ରଣାଳୟର ଉତ୍ପାଦନ ୟୁନିଟ ମାଧ୍ୟମରେ ୫୦ ରେଳ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିନିମନ୍ତେ ଚେନ୍ନଇ ଇଣ୍ଟିଗ୍ରାଲ କୋଚ୍‌ କାରଖାନା(ଆଇସିଏଫ୍‌), ରାୟବରେଲିର ଆଧୁନିକ କୋଚ୍‌ କାରଖାନା(ଏମ୍‌ସିଏଫ୍‌) ଓ କପୁରଥେଲା ରେଳ କୋଚ୍‌ କାରଖାନା(ଆରସିଏଫ୍‌)ରେ ୧,୨୩୦ କୋଚ୍‌ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଇସିଏଫ୍‌ ଓ ଆର୍‌ସିଏଫ୍‌ ୪୯୨ଟି ଲେଖାଏଁ କୋଚ୍‌ ନିର୍ମାଣ କରିବାକୁ ଥିବାବେଳେ ଏମ୍‌ସିଏଫ୍‌ ୨୪୬ଟି କୋଚ୍‌ ନିର୍ମାଣ କରିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories