www.samajalive.in
Sunday, December 7, 2025
26.1 C
Bhubaneswar

ଜ୍ୟାକଲିନ୍‍ ଫର୍ଣ୍ଣାଡିଜଙ୍କ ବିଲ୍ଡିଂରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‍ ଫର୍ଣ୍ଣାଡିଜ୍‍। ମୁମ୍ବାଇ ସ୍ଥିତ ବାନ୍ଦ୍ରା ପଶ୍ଚିମର ପାଲି ହିଲ୍‍ ଅଂଚଳରେ ଥିବା ନାଭ୍ରୋଜ ହିଲ ସୋସାଇଟିର ବିଲ୍ଡିଂରେ ଭୟାଭହ ଅଗ୍ନିକାଣ୍ଡ ଘଟିଛି। ସୂଚନାଯୋଗ୍ୟ ଯେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‍ ଫର୍ଣ୍ଣାଡିଜ୍‍ ସେହି ବିଲ୍ଡିଂରେ ରୁହନ୍ତି। ସ୍ୱଭାଗ୍ୟବଶତଃ କେହି ମୃତାହତ କିମ୍ବା ଆହତ ହେବାର ଖବର ମିଳିନାହିଁ। ବୁଧବାର ବିଳମ୍ବିତ ରାତିରେ ଏହି ୧୭ ମହଲା ବିଶିଷ୍ଟ କୋଠରେ ଅଗ୍ନିକାଣ୍ଡ ଘଟିଥିଲା। ୧୩ ମହଲାରେ ଥିବା ରୋଷେଇ ଘରୁ ନିଆଁ ବ୍ୟାପିବା ଆରମ୍ଭ କରିଥିଲା। ସମାନ ମହଲାରେ ଜ୍ୟାକଲିନଙ୍କ ୫ବିଏଚକେ ଘର ରହିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories