www.samajalive.in
Tuesday, December 9, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ରାଜକୋଟ୍‌ ଟେଷ୍ଟରେ ଭାରତର ବିଶାଳ ବିଜୟ.. ୪ର୍ଥ ଦିନରେ ୪୩୪ ରନ୍‌ରେ ଜିତିଲା ଭାରତ..

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି..

- Advertisement -

ପିକ୍‌ଅପ୍‌ ଭ୍ୟାନ ଓଲଟି ୨୦ଜଣ ଗୁରୁତର.. ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ଘଲଘଳିଆଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ..

ଅନୁଗୁଳ ଜିଲାର ପୂର୍ବତନ କଂଗ୍ରେସ ସଭାପତି ବିପ୍ଳବ ଜେନା ବିଜେଡିରେ ସାମିଲ..

ରାଜକୋଟ ଟେଷ୍ଟରେ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଦ୍ବିଶତକ..

କଟକରେ ଟ୍ରକ୍ ଧକ୍କାରେ ମା ମୃତ, ବାପା-ଝିଅ ଗୁରୁତର..

ସୋରରେ ଭ୍ୟାନକୁ ପିଟିଲା ଟ୍ରକ୍, ୧୬ ଆହତ..

ମାଲକାନଗିରିରେ ଯବାନଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ..

ଭୁବନେଶ୍ବରରେ ଲୁଟେରା ଆତଙ୍କ.. ଝରକା ତାଡି ସୁନା ରୂପା ସହ ଟଙ୍କା ନେଇଗଲେ ଦୁର୍ବୃତ୍ତ..

କନ୍ଧମାଳ କୋଟଗଡ ବ୍ଳକ ଗୁମୁରୁମାହ ପଞ୍ଚାୟତର ମ୍ଲାଉଗୁଡା ଗାଁରେ ଅଭାବନୀୟ ଘଟଣା.. ଗାଁକୁ ରାସ୍ତା ନଥିବାରୁ ଚାଲିଗଲା ଗର୍ଭବତୀଙ୍କ ଜୀବନ..

ରାଉରକେଲାରେ ଛାତରୁ ପଡି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ..

ସମାଧି ନେଲେ ପ୍ରସିଦ୍ଧ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ.. ଚନ୍ଦ୍ରଗିରି ପର୍ବତରେ କଲେ ଦେହତ୍ୟାଗ..

ପାରିବାରିକ କଳହର ଭୟଙ୍କର ପରିଣତି.. ଗଞ୍ଜାମ ଧରାକୋଟରେ ସ୍ବାମୀର ବେକକୁ କାଟିଲା ସ୍ତ୍ରୀ.. ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories