www.samajalive.in
Wednesday, December 10, 2025
17.1 C
Bhubaneswar

ଧନୁତୀର ନେଇ ଖେଳିବା ସମୟରେ ଏପରି ହେଲା….

ମାଲକାନଗିରି, : ଘରୁ ଧନୁତୀର ନେଇ ଖେଳିବା ସମୟରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି। ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅଧୀନ ଆନ୍ଦାଗୁଡା ଗ୍ରାମରେ ଘଟିଛି। ଉକ୍ତ ଗ୍ରାମର ଜଗନ୍ନାଥ ପୂଜାରୀଙ୍କ ପୁଅ ନନ୍ଦ ପୂଜାରୀ (୯) ଘରେ ଥିବା ଏକ ଧନୁତୀର ଆଣି ବାହାରେ ଖେଳୁଥିଲେ। ସେ ଧନୁରେ ତୀର ଯୋଡିବା ସମୟରେ ଅସାବଧାନତାରୁ ତାଙ୍କ ନାକ ପୁଡ଼ାରେ ତୀର ପଶି ଯାଇଥିଲା।

 

- Advertisement -

ସେ ଚିତ୍କାର କରି କାନ୍ଦିବାରୁ ପରିବାର ଲୋ​‌େ​‌କ ତୀରକୁ କାଢ଼ିବା ପାଇଁ ଚେଷ୍ଟା କରିଥିଲେ। ତୀରର ତୀକ୍ଷ୍ଣ ଲୁହା ପାତଟି ନାକରୁ ବାହାରି ନ ଥିଲା। ପରିବାର ଲୋକ ନନ୍ଦଙ୍କୁ ମାଲକାନଗିରି ଜିଲା ଚିକିତ୍ସାଳୟରେ ରବିବାର ରାତିରେ ଭର୍ତ୍ତି କରିଥିଲେ। ବିଶେଶଜ୍ଞ ଡା. ସପନ କୁମାର ଧିଣ୍ଡା ଅ​‌େ​‌ସ୍ତ୍ରାପଚାର କରି ତୀରକୁ ବାହାର କରିଥିଲେ। ଏବେ ନାବାଳକ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି। ଦୁଇ ଦିନ ପରେ ସେ ଚିକିତ୍ସାଳୟରୁ ଘରକୁ ଯାଇପାରିବେ ବୋଲି ଡାକ୍ତର କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories