ଏବେ ବିନା ଲଗ୍‌ଇନ୍‌ରେ ସୁବିଧାରେ ପଢିପାରିବେ ସମାଜ ଇ-ପେପର୍‌

ଭୁବନେଶ୍ୱର- ଓଡ଼ିଶାର ଲୋକପ୍ରିୟ ଖବର କାଗଜ ସମାଜର ଇ-ପେପରକୁ ଆପଣମାନେ ଏବେ ସିଧାସଳଖ ପଢିପାରିବେ । https://samajaepaper.in ରେ ଆପଣ ବିନା ଲଗଇନ୍‌ରେ ଏବେ ସୁବିଧାରେ ଏହାର ବିଭିନ୍ନ ସଂସ୍କରଣ ସହ ସମସ୍ତ ପୃଷ୍ଟାକୁ ପଢିପାରିବେ । ଏହାର ଲଗଇନ୍‌ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି ।

ସମାଜ ଇ-ପେପର ସବୁ ଦିନ ଅପଡେଟ୍‌ ହୋଇଥାଏ । ଦେଶ ବିଦେଶରେ ରହୁଥିବା ଓଡିଆଙ୍କ ନିକଟରେ ଏହା ନିଜ ଅଞ୍ଚଳର ଖବର ପହଞ୍ଚାଇଥାଏ । ଏହା ସହ https://samajalive.in ଆପଣ ଦେଶ ବିଦେଶର ଖବର ପ୍ରତ୍ୟେକ ମୁହୂର୍ତ୍ତରେ ପାଇପାରିବେ ।

Comments are closed.