www.samajalive.in
Sunday, December 7, 2025
14.1 C
Bhubaneswar

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌‌ ପୂର୍ବରୁ ଧମକପୂର୍ଣ୍ଣ ଟୁଇଟ

ମୁମ୍ବଇ : ଆଜି ବିଶ୍ୱକପରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍‌‌। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟକ୍କର। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌‌ ପୂର୍ବରୁ ଏକ ଧମକପୂର୍ଣ୍ଣ ଟୁଇଟ୍‌‌ କରାଯାଇଥିବା ନେଇ ବୁଧବାର ଜଣାପଡିଛି। ଟ୍ୱିଟର ମାଧ୍ୟମରେ ମୁମ୍ବଇ ପୁଲିସକୁ ଏହି ଧମକପୂର୍ଣ୍ଣ ଟ୍ୱଇଟ୍‌‌ ମିଳିଛି। ମୁମ୍ବଇ ପୁଲିସ ଆକାଉଣ୍ଟକୁ ଟ୍ୟାଗ୍‌‌ କରି ସନ୍ଦିଗ୍ଧ ଧମକ ପୂର୍ଣ୍ଣ ଟୁଇଟ୍‌‌ କରିଛି। ୱାଙ୍ଖଡେ ଷ୍ଟାଡିୟମରେ ବଡଧରଣର ଅଘଟଣର ଚେତାବନୀ ଦିଆଯାଇ ଏହି ଟୁଇଟ ହୋଇଛି। ବନ୍ଧୁକ,ଗୁଳି ଏବଂ ହ୍ୟାଣ୍ଡଗ୍ରେନେଡ୍‌‌ ସହ ଫଟୋ ଟ୍ୟାଗ୍‌‌ କରିଛି ସନ୍ଦିଗ୍ଧ। ସନ୍ଦିଗ୍ଧର ଧମକ ପରେ ୱାଙ୍ଖଡେ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ପୁଲିସ ତଦନ୍ତ କରୁଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories