www.samajalive.in
Sunday, December 7, 2025
16.1 C
Bhubaneswar

ଜାଣନ୍ତୁ , କେଉଁ କାରଣରୁ ପୂଜାରେ ତମ୍ବା ପାତ୍ର ବ୍ୟବହାର କରାଯାଏ

ହିନ୍ଦୁ ଧର୍ମରେ ତମ୍ବାକୁ ପବିତ୍ର ଧାତୁ କୁହାଯାଇଛି। କୁହାଯାଇଛି ଯେ, ପୂଜାପାଠରେ ତମ୍ବାର ବ୍ୟବହାର ଦ୍ବାରା ଶୁଦ୍ଧତା ବୃଦ୍ଧି ହୋଇଥାଏ। ତମ୍ବାର ପାତ୍ରରେ ପୂଜା କରିବା ଦ୍ବାରା ସମସ୍ତ କାର୍ଯ୍ୟ ଶୁଭ ହୋଇଥାଏ। ପୂଜାରେ ସମସ୍ତେ ତମ୍ବାର ବାସନ ବ୍ୟବହାର କରିଥାଆନ୍ତି। ଏହାସହ କଳସ ସ୍ଥାପନ ପାଇଁ ତମ୍ବାର ପାତ୍ର ବ୍ୟବହାର କରିବା ଅତ୍ୟନ୍ତ ପବିତ୍ର ହୋଇଥାଏ।

କଳସରେ ତମ୍ବାର ପାତ୍ର ବ୍ୟବହାର କରିବା ଉଚିତ। କାରଣ ଏହାଦ୍ବାରା ପୂଜାର ଶୁଭଫଳ ଶୀଘ୍ର ମିଳିଯାଏ। ପରିବାର ସଦସ୍ୟଙ୍କର ଉନ୍ନତି ହୋଇଥାଏ। ଘରେ ନକରାତ୍ମକ ଶକ୍ତି ହ୍ରାସ ହୋଇଥାଏ। କଳସରେ ପାଣି ରଖି ତା ଉପରେ ପଇଡ ରଖାଯାଇଥାଏ। ଏହାଦ୍ବାରା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ।

- Advertisement -

ବୈଜ୍ଞାନିକ ଦୃଷ୍ଟିକୋଣରୁ ତମ୍ବାକୁ ଶୁଦ୍ଧ ପାତ୍ର ବୋଲି କୁହାଯାଇଛି। ତମ୍ବାର ପାତ୍ରରେ ପାଣି ପିଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ତମ୍ବାର ପାତ୍ରରେ ପାଣି ସହ ତୁଳସୀ ପତ୍ର ରଖାଯାଇଥାଏ। ଏହାପରେ ସେହି ପାଣିକୁ ପୂଜା ସମୟରେ ପ୍ରସାଦରେ ବ୍ୟବହାର କରାଯାଇଥାଏ। ତୁଳସୀ ପାଣିକୁ ଦେବାଦେବୀଙ୍କୁ ସମର୍ପଣ କରାଯାଇଥାଏ। ଏହାଦ୍ବାରା ​‌ଦେବାଦେବୀ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି।

 

​‌

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories