www.samajalive.in
Wednesday, December 10, 2025
15.1 C
Bhubaneswar

ପୂର୍ବାହ୍ନ ୧୧ଟା ମୁଖ୍ୟ ଖବର

ପାକିସ୍ତାନ ଏୟାର ବେସ୍‌‌ରେ ଆତଙ୍କବାଦୀ ଆକ୍ରମଣ..

ପଞ୍ଜାବର ମିଆଁୱାଲି ବାୟୁ ସେନା କ୍ୟାମ୍ପରେ ଆକ୍ରମଣ..

- Advertisement -

୩ ଲଢୁଆ ବିମାନ ଜାଳିଦେଲେ ବନ୍ଧୁକଧାରୀ ଆତଙ୍କବାଦୀ..

ବିଶ୍ୱକପ୍‌‌ କ୍ରିକେଟ.. ଅବଶିଷ୍ଟ ମ୍ୟାଚରୁ ବାଦ୍‌‌ ପଡିଲେ ଆହତ ହାର୍ଦ୍ଦିକ ପାଣ୍ଡ୍ୟା..

ଅଲ୍‌‌ରାଉଣ୍ଡର ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ସାମିଲ୍‌‌..

ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ପାଣ୍ଡ୍ୟା..

ଆଉ ଜଣେ ଓଡ଼ିଆ ଅଧିକାରୀ ମନୋରଞ୍ଜନ ମିଶ୍ର ହେଲେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ..

ରିଜର୍ଭ ବ୍ୟାଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ମନୋରଞ୍ଜନ..

ଶୁକ୍ରବାର ବିଳମ୍ବିତ ରାତିରେ ନେପାଳରେ ୬.୪ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ..

ଏହାର ପ୍ରଭାବରେ ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ରାଜ୍ୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା..

ଭୂକମ୍ପର କେନ୍ଦ୍ର ନେପାଳରେ ୧୦ କିଲୋମିଟର ଗଭୀରରେ ଥିଲା..

ପ୍ରାୟ ଏକ ମିନିଟରୁ ଅଧିକ ସମୟ ଧରି ଶକ୍ତିଶାଳୀ କମ୍ପନ ସୃଷ୍ଟି ହୋଇଥିବାରୁ ଲୋକମାନେ ଘର ଭିତରୁ ବାହାରକୁ ପଳାଇ ଆସିଥିଲେ..

ଗତ ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ନେପାଳରେ ଏଭଳି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି..

ଶୁକ୍ରବାର ବିଳମ୍ବିତ ରାତିରେ ନେପାଳରେ ଅନୁଭୂତ ୬.୪ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ୧୦୦ରୁ ଅଧିକ ମୃତ, ୧୫୦ରୁ ଅଧିକ ଆହତ..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories