www.samajalive.in
Tuesday, December 9, 2025
23.1 C
Bhubaneswar

୨୦୨୪ରେ ଭାରତ ହେବ ଦ୍ରୁତ ଅଭିବୃଦ୍ଧି ପାଉଥିବା ଅର୍ଥନୀତି

ଡେସ୍କ: ୨୦୨୪ ଆର୍ଥିକ ବର୍ଷରେ ଭାରତ ବିଶ୍ୱରେ ଦ୍ରୁତ ଅଭିବୃଦ୍ଧି ପାଉଥିବା ଅର୍ଥନୀତି ଭାବେ ପରିଗଣିତ ହେବ। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏକ ମାସିକ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଏହି ବିଷୟ କୁହାଯାଇଛି। ଏଥିରେ ଦେଶରେ ଶିଳ୍ପ ଅଭିବୃଦ୍ଧି ସହ ପୁଞ୍ଜି ବିନିଯୋଗ ବୃଦ୍ଧି ପାଉଥିବା ଦର୍ଶାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ଗତ ୧୪ ମାସ ମଧ୍ୟରେ ଶିଳ୍ପ ଉତ୍ପାଦନ ରେକର୍ଡ ସୃଷ୍ଟି କରିଥିବା ବେଳେ ଗତ ଅଗଷ୍ଟ ମାସରେ ଏହା ସର୍ବାଧିକ ଦୁଇଅଙ୍କ ବିଶିଷ୍ଟ ବିକାଶ ସ୍ତର ହାସଲ କରିଛି। ଦେଶର ଆୟ ବୃଦ୍ଧିରେ ସ୍ଥିରତା ଆସିଥିବା ବେଳେ ନିଯୁକ୍ତି ହାର ବୃଦ୍ଧି ପାଇଛି। ଫଳରେ ବେକାରୀ ହାର ହ୍ରାସ ପାଇଥିବା ରିପୋର୍ଟରେ କୁହାଯାଇଛି।

https://dea.gov.in/sites/default/files/Monthly%20Economic%20Review%20September%202023.pdf

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories