www.samajalive.in
Sunday, December 7, 2025
26.1 C
Bhubaneswar

ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣ ; ୨୬ ଜଣଙ୍କ ମୃତ୍ୟୁ

କାବୁଲ : ଆଫଗାନିସ୍ତାନର ଖୋସ୍ତ ପ୍ରଦେଶସ୍ଥିତ ଇସ୍‍ମାଇଲ୍‍ ଖେଲ୍‍ ଜିଲ୍ଲା ସେନାବାହିନୀ ଘାଟି ନିକଟସ୍ଥ ମସ୍‍ଜିଦରେ ଏକ ଆତ୍ମଘାତୀ ଆକ୍ରମଣ ଘଟଛି। ଏଥିରେ ଅତିକମରେ ୨୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆକ୍ରମଣରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।
ଗତକାଲି ଶୁକ୍ରବାର ପ୍ରାର୍ଥନାପାଇଁ ସେଠାରେ ଲୋକମାନେ ଏକତ୍ରୀତ ହୋଇଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଜଣେ ସାମରିକ ମୁଖପାତ୍ର କହିଛନ୍ତି, ପ୍ରାଣ ହରାଇଥିବା ଲୋକମାନେ ସମସ୍ତେ ନିରାପତ୍ତା ରକ୍ଷୀ । ତେବେ ଆକ୍ରମଣପାଇଁ କୌଣସି ଗୋଷ୍ଠୀ ଦାବି କରି ନାହାନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories