ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ.. ୪ଟା ଯାଏଁ ଗୃହ ମୁଲତବି..
ଏସୀୟ କ୍ରୀଡା : ୧୦ ମିଟର ଏୟାର ପିସ୍ତଲ ମିକ୍ସରେ ଭାରତକୁ ରୌପ୍ୟ ପଦକ..
ସୃଷ୍ଟି ହେଲା ସୁଦୃଶ୍ୟ ଳଘୁଚାପ କ୍ଷେତ୍ର..୨୪ ଘଣ୍ଟାରେ ମଧ୍ୟରେ ଉତ୍ତରପଶ୍ଚିମ ଦିଗରେ ଗତି କରିବ..
ସୁନ୍ଦରଗଡରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ.. ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଟିମ୍..
୨୯୨ରେ ପହଞ୍ଚିଲା ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା.. ୨୪ ଘଣ୍ଟାରେ ଆଉ ୨୦ ରୋଗୀ ଚିହ୍ନଟ..
ଜଗତସିଂହପୁର : ଟାୱାର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର..
ବାଲିକୁଦା ହାଟଗଡା ଟାୱାରରୁ ମୃତଦେହ ଉଦ୍ଧାର..
ଖୋଲିଲା ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ..
ବର୍ତ୍ତମାନ ୧୦ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ..
ଆଜି ୨ ହଜାର ଟଙ୍କିଆ ବଦଳର ଶେଷ ଦିନ..



