www.samajalive.in
Tuesday, December 9, 2025
26.1 C
Bhubaneswar

ବୌଦ୍ଧରେ ଧୁମଧାମରେ ବିଶକର୍ମା ପୂଜା ପାଳିତ

ବୌଦ୍ଧ  : ବିଶ୍ୱକର୍ମା ପୂଜା ପାଇଁ ବୌଦ୍ଧ ସହର ଉତ୍ସବ ମୁଖର ହୋଇପଡିଛି । ଏହି ପୂଜା ବିଭିନ୍ନ କାରିଗରି ଅନୁଷ୍ଠାନ, ମିସ୍ତ୍ରୀ ସଂଘ ପକ୍ଷରୁ ମଧ୍ୟ ଜିଲା ସାରା ଧୁମାଧାମରେ ପାଳିତ ହେଉଛି । ବୌଦ୍ଧ ଟ୍ରକ ସଂଘ, ବେସରକାରୀ ବସ ସଂଘ, ଟ୍ୟାକ୍ସି ସଂଘ, ଅଟୋ ସଂଘ, ବିଦ୍ୟୁତ ବିଭାଗ, ପାନୀୟଜଳ ଯୋଗାଣ ବିଭାଗ, ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡିକରେ ମଧ୍ୟ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହେଉଛି । ପୂଜା ଯୋଗୁଁ ପୁରା ସହର ଆଲୋକରେ ସଜ୍ଜିତ ହୋଇଛି । ସେହିପରି ଜିଲାର ସମସ୍ତ ବ୍ଳକରେ ଥିବା କାରିଗରି ଅନୁଷ୍ଠାନ ଗୁଡିକରେ ମଧ୍ୟ ବିଶ୍ୱକର୍ମା ପୂଜା ମହା ସମାରୋହରେ ପାଳିତ ହୋଇଛି । ସନ୍ଧ୍ୟାରେ ଟ୍ରକ ସଂଘ ପକ୍ଷରୁ ଭିକାରୀ କଳାମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି ପରିବେଷିତ ହୋଇଥିଲା।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories