www.samajalive.in
Tuesday, December 9, 2025
15.1 C
Bhubaneswar

ବିମାନ ଯୋଗେ ଶ୍ରୀନଗର ସେନା ହସ୍ପିଟାଲକୁ ନିଆଗଲା ଦୁଇ ସହିଦଙ୍କ ମରଶରୀର

ଡେସ୍କ: ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଗୁଳି ବିନିମୟ ଘଟିଥିବା ସ୍ଥାନରୁ କଲୋନେଲ ମନପ୍ରୀତ ସିଂହ ଓ ମେଜର ଆଶିଷ ଧୋନାଚକଙ୍କ ମୃତଦେହକୁ ସୁରକ୍ଷା ବଳ ସହାୟତାରେ ସ୍ୱତନ୍ତ୍ର ବିମାନରେ ଶ୍ରୀନଗର ସେନା ହସ୍ପିଟାଲକୁ ଅଣାଯାଇଛି। ଗତକାଲି ସେଠାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମନୟରେ ଉଭୟ ସହିଦ ହୋଇଥିଲେ।

ସେଠାରେ ବରିଷ୍ଠ ସେନା ଅଧିକାରୀ, ପୁଲିସ, ପ୍ରଶାସନିକ ଅଧିକାରୀ ଏବଂ ନାଗରିକଙ୍କ ପକ୍ଷରୁ ଶେଷ ସମ୍ମାନ ପ୍ରଦର୍ଶନ ପରେ ଉଭୟଙ୍କ ମରଶରୀରକୁ ସେମାନଙ୍କ ଜନ୍ମସ୍ଥଳୀକୁ ପଠାଯିବ ବୋଲି ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories