୧. ସଫଳ ହେଲା ଇସ୍ରୋର ଦ୍ଵିତୀୟ ଡ଼ି-ବୁଷ୍ଟିଙ୍ଗ ପ୍ରକ୍ରିୟା
– ଏବେ ଚନ୍ଦ୍ର ଠାରୁ ୨୫ କିମି ଦୂରରେ ଚନ୍ଦ୍ରଯାନ-୩
– ଅଗଷ୍ଟ ୨୩ରେ ସହଜ ଅବତରଣ ପାଇଁ ଇସ୍ରୋ ପ୍ରସ୍ତୁତ
୨. ପାକିସ୍ତାନ ପଞ୍ଜାବର ପିଣ୍ଡି ଭଟିୟା ସହରରେ ଚଳନ୍ତା ବସରେ ଲାଗିଲା ନିଆଁ, ୩୦ ଜୀବନ୍ତ ଦଗ୍ଧ
୩. ୫-ଟି ସଚିବଙ୍କୁ କାଳିମାଡ଼ ଘଟଣା, କାଳିମାଡ଼ କରିଥିବା ଭାସ୍କର ସାହୁ ମୁକ୍ତ
– ୫-ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ଭାସ୍କରଙ୍କ ବଡ଼ଭାଇଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ବିଳମ୍ବିତ ରାତିରେ ଲେଖାପଢ଼ା କରି ପୁଲିସ ତାଙ୍କୁ ଛାଡିଥିବା ସୂଚନା
୪. ପାକିସ୍ତାନର ଉତ୍ତର ୱାଜିରିସ୍ତାନର ଗୁଲମିର କୋଟ ଅଞ୍ଚଳରେ ନିର୍ବାଚନ ରାଲିରେ ବିସ୍ଫୋରଣ, ୧୧ ଶ୍ରମିକ ମୃତ
– ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଇସ୍ଲାମିକ ଷ୍ଟେଟ୍ ଗ୍ରୁପ୍
୫. ବାଲେଶ୍ୱର ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ନିକଟରେ ଦୁର୍ଘଟଣା, ୧୦ ଆହତ
– ପୁରୀ ଆସୁଥିବା ଗୋଟିଏ ତୀର୍ଥଯାତ୍ରୀ ବସକୁ ପଛ ପଟୁ ଧକ୍କା ଦେଲା ଆଉ ଏକ ତୀର୍ଥଯାତ୍ରୀ ବସ୍
ସକାଳ ୯ଟା – ମୁଖ୍ୟ ଖବର
Popular Categories



