ବୁଧବାର ଶ୍ରାବଣ-ମଳ କୃଷ୍ଣ ନବମୀ ତିଥି .. ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ହେବ ଅନୁଷ୍ଠିତ ..
ଭୁବନେଶ୍ବର : ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣା : ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା..
ବନ୍ୟା ଜଳ ପ୍ରବେଶ କମିଥିବାରୁ ହୀରାକୁଦର ୧୦ ଗେଟ୍ ବନ୍ଦ ..
ଏବେ ସୁଦ୍ଧା ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ସୂଚନା..
କଟକ .. ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର..
୩୩ ତମ ବିଚାରପତି ଭାବେ ଶପଥ ନେଲେ..
ଆଜି ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଟି-୨୦ ମୁକାବିଲା ..
ରାତି ୮ଟାରେ ଖେଳାଯିବ ମ୍ୟାଚ ..
୫ ଟିକିଆ ସିରିଜରେ ଲଗାତର ଦୁଇଟି ମ୍ୟାଚ ଜିତି ୨-୦ରେ ଆଗୁଆ ରହିଛି ଘରୋଇ ଦଳ ..



