www.samajalive.in
Tuesday, December 9, 2025
16.1 C
Bhubaneswar

ପରଲୋକରେ ବର୍ଡର ଚଳଚ୍ଚିତ୍ରର ପ୍ରକୃତ ହିରୋ

ନୂଆଦିଲ୍ଲୀ : ହିନ୍ଦି ଚଳଚ୍ଚିତ୍ର ବର୍ଡରରେ ଅଭିନେତା ସନି ଦେଓଲ ମେଜର କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଭୁମିକାରେ ଅଭିନୟ କରିଥିଲେ। ଶନିବାର ସେହି ମେଜର କୁଲଦୀପ ସିଂହଙ୍କର ଦେହାନ୍ତ ଘଟିଛି। ୧୯୭୧ରେ ଲୋଙ୍ଗେୱାଲା ଯୁଦ୍ଧରେ ମେଜର ମେଜର କୁଲଦୀପ ସିଂହଙ୍କ ନେତୃତ୍ୱରେ ତାଙ୍କ ଦଳ ଯୁଦ୍ଧ କରିଥିଲା। ଯେଉଁ କାହାଣୀକୁ ନେଇ ବର୍ଡର ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ପରେ ମେଜର କୁଲଦୀପଙ୍କୁ ଭାରତ ସରକାର ମହାବୀର ଚକ୍ରରେ ସମ୍ମାନିତ କରିଥିଲେ।
ସୂଚନାଯୋଗ୍ୟ ଯେ କୁଲଦୀପ ସିଂହ ୧୯୪୦ ମସିହା ନଭେମ୍ବର ୨୨ ତାରିଖରେ ପଞ୍ଜାବସ୍ଥିତ ମୋଣ୍ଟାମୋରରୀର ଏକ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୯୬୨ରେ କୁଲଦୀପ ଚାନ୍ଦପୁରୀ ଭାରତୀୟ ସ୍ଥଳ ସେନାରେ ଯୋଗ ଦେଇଥିଲେ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories