କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..
ହାଇକୋର୍ଟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ରାଷ୍ଟ୍ରପତି..
ଚଣ୍ଡିମନ୍ଦିରରରେ ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ..
ଶୈଳବାଳା ମହିଳା ମହାବିଦ୍ୟାଳୟରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ..
ନେତାଜୀ ସଂଗ୍ରାହଳୟରେ ନେତାଜୀଙ୍କ ଜନ୍ମକୋଠରୀ ବୁଲି ଦେଖିଲେ..
ଆଜି କାର୍ଗିଲ ବିଜୟ ଦିବସ : ଦେଶ ମନେ ପକାଉଛି ସେନାର ସାହସିକତା, ସଂକଳ୍ପ ଓ ବଳିଦାନ..
ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ .. ଭବାନୀ ପାଟଣା ଯୋଗାଣ ଅଧିକାରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ଚଢ଼ାଉ..
ଆଜି ଅବପାତର ରୂପ ନେବ ଲଘୁଚାପ.. ୫ ଜିଲାକୁ ଅରେଞ୍ଜ ଆଲର୍ଟ..
ନନ୍ଦନକାନନକୁ ଆସିଲେ ଦୁଇ ନୂଆ ଅତିଥି .. ନୂଆ ଅତିଥି ହେଲେ ହୁଲକ୍ ଗିବନ ଓ ଲିଓପାର୍ଡ..
କୁଚିଣ୍ଡା : କୋଇଲା ବୋଝେଇ ଟ୍ରକ ଜଳିଗଲା : ଟ୍ରକ୍ ସହ ଜଳିଗଲେ ଚାଳକ..
ଚୀନ୍ର ବୈଦେଶିକ ମନ୍ତ୍ରୀ କ୍ବିନ୍ ଗାଙ୍ଗ୍ ନିଖୋଜ..
ନୂଆ ବୈଦେଶିକ ମନ୍ତ୍ରୀ ହେଲେ ୱାଙ୍ଗ୍ ୟି ; ରାଷ୍ଟ୍ରାୟତ ଗଣମାଧ୍ୟମ ‘ସିନ୍ହୁଆ’ ରିପୋର୍ଟରୁ ସୂଚନା..
ଭିଜିଲାନ୍ସ ଜାଲରେ କିଆକଟା ଏଏସ୍ଆଇ ନବୀନ କୁମାର ଶତପଥୀ ..
ପାରିବାରିକ ମାମଲା ରଫାଦଫା କରିବାକୁ ୮ ହଜାର ଟଙ୍କା ନେଉଥିଲେ ଲାଞ୍ଚ ..
ବୌଦ୍ଧ ବସ୍ଷ୍ଟାଣ୍ଡ ନିକଟରୁ ଧରିଲା ଭିଜିଲାନ୍ସ..
ନବଦାସ ହତ୍ୟା ମାମଲା : ଏଡିଜେ କୋର୍ଟକୁ ମାମଲା ସ୍ଥାନାନ୍ତର..



