www.samajalive.in
Sunday, December 7, 2025
14.1 C
Bhubaneswar

ମା’ଲକ୍ଷ୍ମୀଙ୍କ ଖୁବ୍‌‌ ପ୍ରିୟ ; ଘରକୁ ଆଣିଲେ ହୋଇଥାଏ ଧନ ବୃଦ୍ଧି

ଧନସମ୍ପତିର ଦେବୀ ମା’ଲକ୍ଷ୍ମୀଙ୍କୁ କିଛି ସ୍ୱତନ୍ତ୍ର ଜିନିଷ ଖୁବ ପ୍ରିୟ। ଏହାକୁ ଘରେ ରଖିବା ଦ୍ୱାରା ଧନସମ୍ପତ୍ତି ଓ ଟଙ୍କାପଇସାର ଅଭାବ ହୋଇନଥାଏ। ମା’ଲକ୍ଷ୍ମୀଙ୍କ କୃପା ମିଳିଲେ ଆର୍ଥିକ କ୍ଷେତ୍ରରେ କଷ୍ଟର ସମ୍ମୁଖୀନ ହେବାକୁ ପଡେ ନାହିଁ ବୋଲି ମାନ୍ୟତା ରହିଛି। ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ କୃପା ପ୍ରାପ୍ତି ପାଇଁ ଏହି ସବୁ ଜିନିଷକୁ ଘରକୁ ଆଣିବା ସହ ସରଳ ଉପାୟ ଜାଣନ୍ତୁ..

ହିନ୍ଦୁ ଧର୍ମରେ ପୂଜା ସମୟରେ ଶଙ୍ଖ ବଜାଇବାର ଅନେକ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ ଦେବୀ ଲକ୍ଷ୍ମୀଙ୍କର ଶଙ୍ଖ ଖୁବ୍‌‌ ପ୍ରିୟ। ମା’ଙ୍କର ଏଥିରେ ବାସ ରହିଛି। ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭଙ୍କର। ଏହାଦ୍ୱାରା ଘରେ ଧନସମ୍ପତ୍ତି ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

- Advertisement -

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ନଡିଆର ନିଶ୍ଚୟ ବ୍ୟବହାର ହୋଇଥାଏ। ଶ୍ରୀଫଳରେ ଦେବୀ ଲକ୍ଷ୍ମୀଙ୍କ ବାସ ରହିଥାଏ ବୋଲି ମାନ୍ୟତା ରହିଛି। ତେଣୁ ଏହାର ନାମ ଶ୍ରୀଫଳ ବୋଲି ମଧ୍ୟ କୁହାଯାଏ।

ପ୍ରତ୍ୟେକ ଦିନ ସ୍ନାନ ପରେ ତୁଳସୀଙ୍କ ନିକଟରେ ଜଳ ଅର୍ପଣ କରନ୍ତୁ।

ପଦ୍ମ ଫୁଲ ମା’ଲକ୍ଷ୍ମୀଙ୍କର ଖୁବ ପ୍ରିୟ। ମା’ଲକ୍ଷ୍ମୀଙ୍କୁ ପୂଜା ସମୟରେ ପଦ୍ମଫୁଲ ଅର୍ପଣ କରିବା ଦ୍ୱାରା ବିଶେଷ ଆଶୀର୍ବାଦ ଓ କୃପା ପ୍ରାପ୍ତି ହୋଇଥାଏ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories