www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଠାରୁ ୩ ଦିନିଆ ଓଡିଶାଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..

କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ..

- Advertisement -

ମଣିପୁର ଭିଡ଼ିଓ ଚିତ୍ର ପ୍ରଘଟ ମାମଲା: ୭ମ ଅଭିଯୁକ୍ତ ଗିରଫ..

ଖୋଲିଲା ଆଉ ୪ଟି ଗେଟ୍‌ ..

ମୋଟ ୧୨ଟି ଗେଟ୍‌ ଦେଇ ହୀରାକୁଦରୁ ହେଉଛି ଜଳ ନିଷ୍କାସନ..

ଜଳ ପ୍ରବେଶର ମାତ୍ରା ବଢ଼ୁଥିବାରୁ ଖୋଲିଲା ଆଉ ୪ ଗେଟ୍‌..

ଓସିଏସ୍‌-୨୦୨୧ ପରୀକ୍ଷାଫଳ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ହାଇକୋର୍ଟ ..

ବିନା ଅନୁମତିରେ ଫଳ ପ୍ରକାଶ ନ କରିବାକୁ ଓପିଏସ୍‌ସିକୁ ନିର୍ଦେଶ..

ଧର୍ମଗଡ : ବିଷାକ୍ତ ସାପ କାମୁଡାରେ ମହିଳା ମୃତ..

ଆମ୍ବପାଣି ଥାନା ସର୍ଗିଗୁଡା ଗାଁରେ ଅଘଟଣ..

ଭାଇ ଘରକୁ ବୁଲିବାକୁ ଆସିଥିବା ବେଳେ ଅଘଟଣ..

ନୂଆପଡା : ୧୩ ବର୍ଷୀୟ ନାବାଳିକାକୁ ତଣ୍ଟି ଚିପି ହତ୍ୟା କଲା ବାପା..

ଅଭିଯୁକ୍ତ ବାପାକୁ ଅଟକ ରଖି ପୁଲିସ କରୁଛି ପଚରାଉଚରା..

ଓଲଟିଲା ପିକ୍‌ ଅପ୍‌ : ୧୦ ଶ୍ରମିକ ଆହତ : ସମସ୍ତ ଆହତ ଜଳେଶ୍ବର ଡାକ୍ତରଖାନାରେ ଭର୍ତ୍ତି..

ଦେବଗଡ଼ ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ଅଘଟଣ ..

ସାପ କାମୁଡ଼ାରେ ଦୁଇ ଭାଇ ମୃତ..

ରାତିରେ ଶୋଇଥିବାବେଳେ କାମୁଡ଼ିଥିଲା ସାପ..

ପୋଲସରା : କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳୀ ଗାଁରେ ଅଘଟଣ ..

ପାରିବାରିକ କଳହର କରୁଣ ପରିଣତି ..

ପରିବାରର ୪ ଜଣଙ୍କୁ ହାଣିଲା ପୁଅ ; ବାପା, ମାଆ, ଭଉଣୀ ଓ ଭାଇବୋହୂ ଗୁରୁତର; ସମସ୍ତ ଗୁରୁତର କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି..

ପଟ୍ଟାମୁଣ୍ଡାଇ : ଗ୍ରାମାଞ୍ଚଳ ଥାନା ବନ୍ତୋପାଟଣା ଗାଁରେ ଅଘଟଣ ..

ଗୁଣି ସନ୍ଦେହରେ ପିଟିପିଟି ହତ୍ୟା.. ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ..

କେନ୍ଦ୍ରାପଡ଼ା : ବନ୍ଧୁକ ଦେଖାଇ ଆଶ୍ରମ ଲୁଟିଲେ..

ରାତ୍ରୀ ଜଗୁଆଳକୁ ବନ୍ଧୁକ ଦେଖାଇ ସଦର ଥାନା ଗୁଆଳ ସିଂହସ୍ଥିତ ମୀରା ଆଶ୍ରମରୁ ଲୁଟ୍‌ ଅଭିଯୋଗ..

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories