www.samajalive.in
Sunday, December 7, 2025
26.1 C
Bhubaneswar

ମାଲବାହୀ ରେଳ ଧକ୍କାରେ ୨ହାତୀ ମୃତ

ପାଟଣା : ମାଲବାହୀ ରେଳ ଧକ୍କାରେ ୨ ହାତୀଙ୍କର ମୃତ୍ୟୁ ହୋଇଛି। ଦୈତାରୀ ବନାଞ୍ଚଳ ଯଖପୁରା-ବାଂଶପାଳ ରେଳପଥର ଆମ୍ବଧରା ନାଳ ଏବଂ କୋଠଘାଟି ମଧ୍ୟବର୍ତ୍ତୀ ୧୪୧/୧୪-୧୫ ରେଳ ଲାଇନରେ ବିଳମ୍ବିତ ରାତିରେ ହାତୀ ରେଳ ଧାରଣା ପାର ସମୟରେ ମାଲବାହୀ ରେଳଟି ହାତୀ ପଲଙ୍କୁ ଧକ୍କା ଦେଇଥିଲା। ଫଳରେ ୧୦ ରୁ ୧୨ ଫୁଟ ଦୂରକୁ ଛିଟିକି ପଡ଼ି ୨ ହାତୀଙ୍କର ମୃତ୍ୟୁ ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇଛନ୍ତି। ଅନ୍ୟ ଏକ ହାତୀର ଅବସ୍ଥା ସଙ୍କଟାପନ୍ନ ରହିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories