ପଟ୍ଟାମୁଣ୍ଡାଇ : ପୁଣି ଆଉ ଏକ କୁମ୍ଭୀର ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀରେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର। ଘାଗରା ପଞ୍ଚାୟତ ଘାଗରଡିଆ ଗାଁରେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି। ବୃଦ୍ଧ ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ସହ ଖୋଜାଖୋଜି ଜାରି ରଖିଛନ୍ତି।
Popular Categories



