ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ.. ମାଲକାନଗିରି, ଗଜପତି, କୋରାପୁଟ ଛୁଇଁଲା ମୌସୁମୀ..
ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା..
ନୂଆଦିଲ୍ଲୀ: ଆଜି ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ ..
ଚନ୍ଦ୍ରର ଅତି ନିକଟତର ହେବେ ଶୁକ୍ର ଓ ମଙ୍ଗଳ ..
ରାତି ୭ରୁ ୮ଟା ଯାଏ ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି..
ଭଦ୍ରକର ପୂର୍ବତନ ଡିଏସ୍ଡବ୍ଲୁଓ ଜୟନ୍ତୀ ବେହେରାଙ୍କର ମାଳ ମାଳ କୋଠା ..
ବାଲେଶ୍ବରରେ ୨ଟି ୩ ମହଲା ଘର.. ଭୁବନେଶ୍ବର ଗୌତମ ନଗରରେ ଫ୍ଲାଟ୍ ସମେତ ଅନେକ ଜାଗାରେ ପ୍ଲଟ..
ସମ୍ବଲପୁର : ଧନୁପାଲିର ଏକ ମଲରେ ଜିଏସ୍ଟି ଓ ଭିଜିଲାନ୍ସ ଚଢ଼ାଉ..
ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ ଚାଲିଥିବା ସୂଚନା..
ପୁରୀ : ଶ୍ରୀମନ୍ଦିରରେ ଏଏସଆଇ ଟିମ୍..
ଏଥିରେ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଓ ପୂର୍ତ୍ତ ବିଭାଗ ଟିମ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉନ୍ନୟନ ପ୍ରଶାସକ ସାମିଲ..
ବାହାନଗା: ବାହାନଗା ପଞ୍ଚାୟତ ହେବ ମଡେଲ ପଞ୍ଚାୟତ..
ଏଥିସହ ବାହାନଗା ସ୍କୁଲର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ଅଢେଇ କୋଟି ଟଙ୍କା..
ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ମଞ୍ଜୁରୀ ଦେଇଛନ୍ତି..
ବିହାର : କୋୱିନ ଆପରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ଘଟଣାରେ ୨ ଗିରଫ..
ଝାରସୁଗୁଡ଼ା : ଝାମ୍ପିନେଲେ ୧.୮୩ ଲକ୍ଷ : ୧.୮୩ ଲକ୍ଷ ଟଙ୍କା ଧରି ସ୍କୁଟିରେ ଯାଉଥିଲେ ପୂର୍ବତନ ସେନା ଅଧିକାରୀ..



