www.samajalive.in
Sunday, December 7, 2025
14.1 C
Bhubaneswar

ଏଚ-୧ବି ଭିଜା ପାଇଁ ଆମେରିକାର ନୂଆ ପ୍ରୟାସ

ୱାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଭାରତୀୟଙ୍କୁ ବେଶ୍‌ ସୁହାଇଛି। ଏହି ଗସ୍ତ ସମୟରେ ଭାରତୀୟଙ୍କର ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ସହଜ କରିବା ନିମନ୍ତେ ଅନେକ ତ୍ବରିତ ପଦକ୍ଷେପ ନେଇ ଆଲୋଚନା କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ, ଏଚ-୧ବି ଭିଜା ଉପରେ କେତେକ ଭାରତୀୟ ଏବଂ ଅନ୍ୟ ବିଦେଶୀ ଶ୍ରମିକମାନେ ବିଦେଶ ଯାତ୍ରା ନ କରି ଆମେରିକାରେ ସେହି ଭିଜାକୁ ନବୀକରଣ କରିବାକୁ ଯୋଜନା କରାଯାଇଛି। ଆଗାମୀ ବର୍ଷରେ ଏହା କାର୍ଯ୍ୟ ଆରମ୍ଭ ହୋଇପାରେ। ୭୩ ପ୍ରତିଶତ ଏଚ-୧ବି କର୍ମଚାରୀ ହେଉଛନ୍ତି ଭାରତୀୟ ନାଗରିକ। ଭାରତୀୟ ନାଗରିକମାନେ ଆମେରିକାର ଏଚ-୧ବି କାର୍ଯ୍ୟକ୍ରମର ସର୍ବାଧିକ ସକ୍ରିୟ ଉପଭୋକ୍ତା। ଏହା ହେବା ଦ୍ବାରା ଭାରତ-ଆମେରିକା ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି ଆଶା କରାଯାଉଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories