www.samajalive.in
Sunday, December 7, 2025
14.1 C
Bhubaneswar

ପୂର୍ବାହ୍ନ ୧୧ଟା ମୁଖ୍ୟ ଖବର

ଆଜି ଶ୍ରୀମନ୍ଦିର ଗର୍ଭଗୃହରେ ମିଳିତ ଯାଞ୍ଚ କରିବେ ପ୍ରତ୍ନତତ୍ତ୍ୱ ବିଭାଗ ଓ ବୈଷୟିକ କମିଟି..

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର, ସନ୍ଧ୍ୟା ପର୍ଯ୍ୟନ୍ତ ରଥ ଉପରେ ଦର୍ଶନ..

- Advertisement -

ଆମେରିକା ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ..

ଆଜି ହ୍ୱାଇଟ ହାଉସରେ ରାତ୍ରିଭୋଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ବାଇଡେନଙ୍କ ପତ୍ନୀଙ୍କୁ ଏକ ସବୁଜ ହୀରା ଉପହାର ଦେଇଛନ୍ତି ମୋଦୀ..

ଏକ କାରୁକାର୍ଯ୍ୟ ଖଚିତ ଚନ୍ଦନକାଠର ବାକ୍ସ ମଧ୍ୟ ଦେଇଛନ୍ତି..

ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ସଦର ମହକୁମା ବନ୍ଦ ଡାକରା..

ପଶ୍ଚିମ ଓଡିଶା ମହିଳା ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା..

ନାରୀ ନିଯ୍ୟାତନା ବୃଦ୍ଧି ପ୍ରତିବାଦରେ ବନ୍ଦ ଡାକରା..

ଚକଅଖ ବନ୍ଦ ସହ ପିକେଟିଂ କରି ମୁଖ୍ୟ ଡାକଘର ବନ୍ଦ କଲେ..

ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା..

ରାଜ୍ୟରେ କେତେକ ସ୍ଥାନରେ କୋହଲା ପାଗ.. ରାଜଧାନୀରେ ଆରମ୍ଭ ହୋଇଛି ବର୍ଷା..

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories