www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ..

କାଲି ଆଡପ ବିଜେ.. ଶୁକ୍ରବାର ବାହାରିବ ଆଡପ ଅବଢା..

- Advertisement -

ରଥ ଉପରେ ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼..

ଆଜି ରାଜ୍ୟ କ୍ୟାବିନେଟ୍‌‌ର ଗୁରୁତ୍ୱପୂର୍ଣ୍ଣ ବୈଠକ..

ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ହେବ ବୈଠକ.. ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଞ୍ଜୁରୀ ସମ୍ଭାବନା..

ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ..

କାଲି ଅପରାହ୍ଣରେ ଝାରସୁଗୁଡାରେ ପହଞ୍ଚିବେ..

ଝାରସୁଗୁଡାରେ ବରଗଡ ଲୋକସଭା କ୍ଷେତ୍ରର କର୍ମୀ ସମ୍ମିଳନୀ..

୨୩ରେ ଭବାନୀପାଟଣାରେ ମହାଜନସମ୍ପର୍କ ଅଭିଯାନରେ ହେବେ ସାମିଲ..

ଆଜିଠୁ ରାଜ୍ୟର୨୩ ଜିଲାର ବିଦ୍ୟାଳୟ ଖୋଲୁଛି..

୩ ଜିଲାରେ ୨୨ ଓ ୪ ଜିଲାରେ ୨୩ରୁ ଖୋଲିବ ବିଦ୍ୟାଳୟ..

କଟକ : ସୌରିନ ଭଟ୍ଟ ମାମଲାରେ କଲାକାତା ଗଲା ପୁଲିସ ଟିମ୍‌‌..

କମିଶନରେଟ୍‌‌ ପୁଲିସର ଗୋଟିଏ ଟିମ୍‌‌ କଲକାତା ଗଲା..

ବାଲେଶ୍ବରଠାରେ ଆନ୍ତର୍ଜାତିୟ ଯୋଗ ଦିବସର ନେତୃତ୍ବ ନେଉଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ..

ଏଥିରେ ୫୦୦୦ରୁ ଅଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରୁଛନ୍ତି..

ଖୋଲିଲା ବାହାନଗା ଉଚ୍ଚବିଦ୍ୟାଳୟ..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories